ବାଲେଶ୍ୱରରେ ବ୍ୟାପୁଛି ଡ଼େଙ୍ଗୁ !
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଡ଼େଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼େଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସୂଚନା ମିଳିଛି ।
ଜିଲ୍ଲାର ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକରେ ଅଧିକମାତ୍ରାରେ ଡ଼େଙ୍ଗୁ…