Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୦୯-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୧ ରିଖ ଶନିବାର କନ୍ୟା ୦୫ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-:…

ଓସିଏ ନିର୍ବାଚନ: ୧୧ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ ଲାଗି ଶୁକ୍ରବାର ଦିନ ୧୧ ଜଣ ପ୍ରାର୍ଥୀ ୬ଟି ପଦବୀ ଲାଗି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ ଓଡ଼ିଶା କ୍ରିକେଟ ଆସୋସିଏସନର ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।…

ଭାରତକୁ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ପ୍ରଦାନ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ରାଫେଲ୍ ଜେଟ୍ ଯୁଦ୍ଧ ବିମାନ ହସ୍ତଗତ ହୋଇଛି । ବାୟୁସେନା ସୂଚନାନୁଯାୟୀ ଏହି ଯୁଦ୍ଧ ବିମାନ ଫ୍ରାନ୍ସଠାରୁ ପ୍ରଥମକରି ମିଳିଥିବା ଏଏନଆଇ ସୂତ୍ରରୁ ଖବର ମିଳିଛି । ଗୁରୁବାର ଦିନ ଫ୍ରାନ୍ସ ନିକଟରୁ ଏହି ବିମାନ ଭାରତ ଗ୍ରହଣ କରିଛି । ଏହି ଅବସରରେ ଡ଼େପୁଟୀ ଏୟାର୍…

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି । ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ…

ବରିଷ୍ଠ ପାଲା ଗାୟକ ନରୋତ୍ତମ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ପାଲାକାର ଗାୟକ ରତ୍ନ ନରୋତମ ମହପାତ୍ରଙ୍କର ଶୁକ୍ରବାର ଅପରାହ୍ଣରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ଶ୍ରୀ ମହାପାତ୍ରଙ୍କ ଖୋର୍ଦ୍ଧା ନିକଟବର୍ତୀ କଂଟାବାଡ଼ ଗ୍ରାମସ୍ଥିତ ପୈତୃକ…

ଇଂଜିନିୟର ଅକ୍ଷୟ ରାୟ : ଏକ ଶ୍ରଦ୍ଧାଂଜଳି

ଏଇ ଏବେଏବେ ଖବର ଆସିଛି, ସେ ଚାଲିଗଲେ । କିଛିଦିନ ଆଗରୁ ଖବର ଆସିଥିଲା, ସେ ଗୁରୁତର ଅସୁସ୍ଥ ହୋଇ ମାସେକାଳ ହସ୍‍ପିଟାଲରେ ପଡ଼ିଥିଲେ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆସିବା ଓ ଫେରିବା ତ ଜୀବନର ଶଶିକଳା । ପ୍ରତିପଦରୁ ବଢେ଼, ପହଂଚେ ପୂର୍ଣ୍ଣମୀରେ ତାପରେ କ୍ଷୟ ପାଏ... । ହେଲେ…

ଜାଣନ୍ତୁ, ମୂଳାରେ କ’ଣ ରହିଛି ଉପକାରୀ ଗୁଣ…

ସାଧାରଣତଃ ମୂଳାକୁ ଆମେ ସାଲାଡରେ ବ୍ୟବହାର କରିଥାଉ । ବଜାରରେ ବିଭିନ୍ନ ପ୍ରକାର ରଙ୍ଗର ମୂଳା ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ବହୁତ ଉପକାରୀ । ଏଥିରେ ଅନେକ ପରିମାଣରେ ଭିଟାମିନ-ସି, ଜିଙ୍କ୍, ଜଳ ଓ ଫସଫରସର ଭାଗ ରହିଛି । ଯାହା ଆମ ଶରୀରରେ ଜଳାଭାବ ଦୂର କରିବା ସହିତ ତ୍ୱଚାରେ ସତେଜତା…

୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ପୋଲିସ ବାବୁ, ଲାଗିବ ଆହୁରି ୩ ଦିନ !

ଡେରାଡୁନ୍: ଉତ୍ତରାଖଣ୍ଡର କାଶୀପୁର ଜିଲ୍ଲା କୋତୱାଲି ଥାନାରେ ପୋଲିସ ବାବୁ ପାଖାପାଖି ୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ହୋଇଗଲେଣି । ପ୍ରାପ୍ତ ସୂଚନାନୁଯାୟୀ ଆୟୁଷ୍ମାନ ଯୋଜନାରେ ମହା ଦୁର୍ନିତୀ ଏବଂ ଏହି ସ୍କାମରେ ସ୍ଥାନୀୟ ଏମପି ହସ୍ପିଟାଲ ଓ ଦେବକୀନନ୍ଦନ ହସ୍ପିଟାଲ ଫସିଛନ୍ତି…

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ଫାଇନାଲରେ ପହଞ୍ଚି ଇତିହାସ ରଚିଲେ ଭାରତୀୟ ବକ୍ସର ଅମିତ ପଂଘଲ୍

ମସ୍କୋ: ରୁଷିଆର ୟେକାଟେରିନବର୍ଗଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତୀୟ ବକ୍ସର ଅମିତ ପଂଘଲ୍ ୫୨ କେଜି ବର୍ଗରେ ଫାଇନାଲକୁ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ସେମିଫାଇନାଲ୍ ବାଉଟରେ କାଜାଖାସ୍ଥାନର ମୁଷ୍ଟିଯୋଦ୍ଧା ସାକେନ ବିବୋସିନୋଭଙ୍କୁ ପରାସ୍ତ କରି ଫାଇନାଲରେ…

ପୁରୀ ବେଳାଭୂମି ସଫେଇରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ

ପୁରୀ: ସେପ୍ଟେମ୍ବର ୨୧ରେ ପୁରୀରେ ହେବାକୁ ଥିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମ 'ମୋ ବିଚ'ରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ ଜମ୍ମୱାଲ । ଶନିବାର ଦିନ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆନ୍ତର୍ଜାତିକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ପୃଥିବୀର ଦୀର୍ଘତମ ସଫେଇଭାବେ ପରିଚିତ ହେବ…