ରାଜ୍ୟସ୍ତରୀୟ ପାଲା ମହୋତ୍ସବ: ପାଲାର ଅଭିବୃଦ୍ଧି ଓ ସଂରକ୍ଷଣ ନେଇ ଆଲୋଚନା
ଢେଙ୍କାନାଳ: ‘ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଢେଙ୍କାନାଳ ବାଲିମୀସ୍ଥିତ ଫାର୍ କାର୍ଯ୍ୟାଳୟ ପରିସରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଦୁଇ ଦିନବ୍ୟାପୀ ଶନିବାର ଓ ରବିବାରରେ ଅନୁଷ୍ଠିତ ଏହି ପାଲା-ମହୋତ୍ସବରେ ରାଜ୍ୟର ବରିଷ୍ଠ ପାଲା…