Latest Odisha News

BREAKING NEWS

‘ହାଇଡ୍ରା କ୍ରେନ୍’ ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ହଂସପାଳ ସ୍ଥିତ ଏକ ମଲ୍ ନିକଟରେ ମଙ୍ଗଳବାର ଦିନ ଘଟିଥିବା ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର ହଂସପାଳ ଠାରେ ଥିବା ଏକ ମଲ୍ ନିକଟ ରୋଡ଼ରେ ଗୋଟିଏ ବାଇକକୁ ହାଇଡ୍ରା ଗାଡି…

ଖୁବଶିଘ୍ର ବଢିପାରେ ଓମଫେଡ଼ କ୍ଷୀର ଦର !

ଭୁବନେଶ୍ୱର: ଓଡ଼ିଶାରେ ଖୁବଶିଘ୍ର ରାଜ୍ୟ ସରକାର ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡ଼େରେସନ (ଓମଫେଡ଼)ର ଉତ୍ପାଦିତ କ୍ଷୀର ଦାମ୍ ବୃଦ୍ଧି କରିପାରନ୍ତି ବୋଲି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି । ଏସମ୍ପର୍କରେ ମନ୍ତ୍ରୀ…

ଢେଙ୍କାନାଳ ଡଙ୍ଗା ବୁଡ଼ି ଘଟଣା: ଆଉ ଜଣକ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଗତ କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ମଙ୍ଗଳବାର ଆଉ ଜଣକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ରମେଶ ସାହୁ ଏବଂ ତାଙ୍କୁ କାମାକ୍ଷାନଗର ବ୍ଲକର ବାଲିଘାଟ ନିକଟସ୍ଥ ନଦୀରୁ ଉଦ୍ଧାର କରାଯାଇଛି । ଆହୁରି ମଧ୍ୟ…

ତାରା ଓ କୃଷ୍ଣ ବୁଢ଼ା

ତାରା ଓ କୃଷ୍ଣ ବୁଢ଼ା ବିଭାବତୀ ଦାଶ ମୁଁ ସ୍କୁଲରେ ପଢ଼ୁଥାଏ । ଖରାଦିନିଆ ସଞ୍ଜରେ ଦୁଆରେ ଖଟିଆ ପକେଇ ବାପା ବସନ୍ତି । ମୁଁ ତାଙ୍କ ପାଖେ ଖଟିଆରେ ଗଡ଼ିଯାଏ । ଶୋଇ ଶୋଇ ଆକାଶକୁ ଦେଖେ । ତାରାଭର୍ତ୍ତି ଆକାଶ ଦେଖିବାକୁ ମୋତେ ଭାରି ଭଲଲାଗେ । ବାପା ସପ୍ତର୍ଷିମଣ୍ଡଳ ଚିହ୍ନେଇ ଦେଇଥିଲେ ।…

ରାଜଧାନୀରୁ ୨୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ମଙ୍ଗଳବାର ଦିନ ଚଢାଉ କରି ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଡିଲରକୁ ମଧ୍ୟ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ।…

ମର୍ଣ୍ଣିଂୱାକ୍ ବେଳେ ଧକ୍କା ଦେଲା କାର୍, ୨ ନାବାଳକ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାର ନୂଆ ବସଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଦିନ ମର୍ଣ୍ଣିଂୱାକରେ ଯାଉଥିବା ବେଳେ ଦୁଇ ଜଣ ନାବାଳକଙ୍କୁ ଏକ ଅଜଣା ଦ୍ରୁତଗାମୀ କାର୍ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳକଙ୍କ ନାମ ସୁମିତ ସାହୁ ଓ ଶୁଭଙ୍କର ମଲ୍ଲିକ ବୋଲି ଜଣାପଡ଼ିଛି।…

ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ପୋଲିସ ଏନକାଉଣ୍ଟର, ୩ ଅପରାଧି ଆହତ

ପୁରୀ/ସମ୍ବଲପୁର: ରାଜ୍ୟର ପୁରୀ ଓ ସମ୍ବଲପୁର ଜିଲ୍ଲାରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ପୁରୀରେ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାରେ ପୋଲିସ ଓ ଅପରାଧିଙ୍କ ମଧରେ ଗୁଳି ବିନିମୟ ଘଟିଥିଲା ।…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର... ବିଚିତ୍ର ବିଶ୍ୱାଳ ଯେମିତି ସରକାରଙ୍କ ସବୁ ବିଫଳତା ପାଇଁ ଅତୀତର କଂଗ୍ରେସ ସରକାରକୁ ଦାୟୀ କରାଯାଉଛି (ଏପରିକି ଏଇ ଗତ ପାଂଚ ବର୍ଷ ଭିତରେ ଆରମ୍ଭ ହୋଇଥିବା କୌଣସି ଯୋଜନାର ବିଫଳତା ପାଇଁ ବି କଂଗ୍ରେସ ସରକାରକୁ ଦାୟୀ କରାଯାଉଛି) ସେମିତି…

ସଫରନାମା-୩୭

ସଫରନାମା-୩୭ ଦେବୀଶଙ୍କର ଦାଶ || ୧ || ସାଥୀଙ୍କ ଗହଳି ମୁଁ ଏକା ଠିଆ ମୋର ହିଁ ସହର ମୁଁ ଭଡ଼ାଟିଆ ତମ ମିଛ ଏଠି ସଭିଙ୍କୁ ପସନ୍ଦ ମୁଁ ଯଦି କହେ ମୁଁ କପଟିଆ ଦେଇପାର ଆଜି ହଜାରେ ମରଣ ଛାଇ ବି ତ ନାହିଁ ମୁଁ ନିଛାଟିଆ ତମ ପ୍ରେମ ପାଇଁ ଢେର୍ ଲମ୍ବା ଧାଡ଼ି ବିରହ ବେଳକୁ ମୁଁ…