ଆଖଣ୍ଡଳମଣି ପୀଠରେ ୪ଶହ ବର୍ଷର ପରମ୍ପରା : ବୁଢା ଗଣେଶଙ୍କୁ ଲାଗି ହେଲା ୧୫୧ ଥାଳି ଭୋଗ
ଭଦ୍ରକ: ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମରେ ସୋମବାର ଅଧିଷ୍ଠିତ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ସିଦ୍ଧିମଣ୍ଡପ(ମୁକ୍ତିମଣ୍ଡପ)ର ଅଧିପତି ତଥା ବାବା ବୁଢା ଗଣେଶଙ୍କ ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ଲାଗି ହୋଇଛି ୧୫୧ ଥାଳି ଭୋଗ । ଏହି ପରମ୍ପରା…