Latest Odisha News

BREAKING NEWS

ଭାରତୀୟ ବଜାରରେ ପ୍ରବେଶ କଲା ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଗଷ୍ଟ ୨୦ ମଙ୍ଗଳବାର ଦିନ ପ୍ରବେଶ କରିଛି ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ । ଏହାସହ ଏଥିରେ ରହିଛି ୫ହଜାର ଏମଏଚର ବ୍ୟାଟେରୀ । ଯାହାର ବଜାର ମୂଲ୍ୟ ରଖାଯାଇଛି ମାତ୍ର ୧୦ହଜାର ଟଙ୍କା । ଜାଣନ୍ତୁ ଏହି ଫୋନ ବାବଦରେ.. ରିଅଲମି ଆଜି ତାର ଦୁଇଟି…

‘ରାହୁରେଖା ଲାଗି’ ନୀତି ପାଇଁ ୫ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ‘ରାହୁରେଖା ଲାଗି’ ନୀତି ପାଇଁ ପାଖାପାଖି ୫ ଘଣ୍ଟା ଧରି ମନ୍ଦିର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଏହି ନୀତିକାନ୍ତି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ…

ରିଭର୍ସ ଗିଅରରେ ଅଟୋ ମୋବାଇଲ୍ସ : ବହୁ କମ୍ପାନୀ ବନ୍ଦକଲେ ଉତ୍ପାଦନ

ନୂଆଦିଲ୍ଲୀ: ମରୁତି ସୁଜିକି, ଟାଟା ମୋଟର୍ସ, ହୋଣ୍ଡାଇ, ମହେଦ୍ରା ଆଣ୍ଡ ମହେନ୍ଦ୍ର, ମୋଟୋକର୍ପ ଭଳି କମ୍ପାନୀ ଗୁଡିକ ଦେଶର ଆଗଧାଡିର କାର ଓ ଦୁଇ ଚକିଆ ଗାଡି ତିଆରି କରି ବର୍ଷକୁ ଶହ ଶହ କୋଟିର ଲାଭ କରୁଥିଲେ । କିନ୍ତୁ ଏବେ ଚାଲିଛି ମାନ୍ଦାବସ୍ଥା । ଗୋଟେ ଗୋଟେ କାର ବିକିବା ଏବେ ଏମାନଙ୍କ…

ବିବାଦରେ ‘ମିଷ୍ଟର କହ୍ନେୟା’ ପୋଷ୍ଟର, ପ୍ରଯୋଜକଙ୍କୁ ମହିଳା ଥାନା ପୋଲିସର ନୋଟିସ୍ ଜାରି

ଭୁବନେଶ୍ୱର: ମିଷ୍ଟର କହ୍ନେୟା ଚଳଚ୍ଚିତ୍ରର ପୋଷ୍ଟରକୁ ନେଇ ଲାଗି ରହିଥିବା ବିବାଦ ଯୋଗୁଁ ମଙ୍ଗଳବାର ଦିନ ମହିଳା ଥାନା ପୋଲିସ୍ ଫିଲ୍ମର ପ୍ରଯୋଜକଙ୍କୁ ଏନେଇ ନୋଟିସ୍ ଜାରି କରିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଅପକମିଂ ଓଡିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଧିରେଧିରେ ଜଳସ୍ତର କମୁଥିବା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ୧୦ଟି ଗେଟକୁ ବନ୍ଦ କରିଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବା ଯୋଗୁଁ ପ୍ରାୟ ୧୦ଟି ଗେଟ୍ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ…

ଏସିଆ ଅଣ୍ଡର୍-୨୦ ମହିଳା ରଗବୀ ସ୍କ୍ୱାଡରେ ସ୍ଥାନ ପାଇଲେ ଓଡିଶାର ୫ ଖେଳାଳୀ

ଭୁବନେଶ୍ୱର: ଲାଓସ୍ ଭିଏଣ୍ଟିନେଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ଅଣ୍ଡର୍-୨୦ ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ମହିଳା ଟିମରେ ଓଡିଶାରୁ ପ୍ରାୟ ୫ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ୭ ଦିନିଆ ଶୃଙ୍ଖଳା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ବାଳିକା ଦଳରେ…

ଆଜି ରାଜୀବ ଗାନ୍ଧୀଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୫ତମ ଜୟନ୍ତୀ । ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ରାଜୀବଙ୍କ…

ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର୍ ହେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ନିଯୁକ୍ତ ହୋଇଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମହାନ୍ତି ଏବେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୮-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୨୦ ରିଖ ମଙ୍ଗଳବାର ସିଂହ ୦୪ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…