ବର୍ଣ୍ଣବୋଧ ପୋଡ଼ି ଘଟଣା: ଅଭିଯୁକ୍ତ ସାକେତ୍ ଶ୍ରୀଭୂଷଣ ସାହୁ ଗିରଫ୍
ଭୁବନେଶ୍ୱର: ରାଜ୍ୟବ୍ୟାପି ବିରୋଧ ଓ ପ୍ରତିକ୍ରିୟା ପରେ ଶେଷରେ ‘ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି’ ଘଟଣାରେ ସାକେତ୍ ଶ୍ରୀଭୂଷଣ ସାହୁଙ୍କୁ ଗିରଫ କରିଛି ମେଲ୍ଛାମୁଣ୍ଡା ପୋଲିସ୍ । ଲୋକକବି ହଳଧର ନାଗଙ୍କୁ ଏହି ବିବାଦରେ ଛନ୍ଦି ଦିଆଯାଇ ଥିବାରୁ ସେ ଗତକାଲି ରାତିରେ ମେଲଛାମୁଣ୍ଡା ଥାନାରେ…