Latest Odisha News

BREAKING NEWS

ଲଜ୍ଜା ! କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ଅଶ୍ଳୀଳ ଭିଡ଼ିଓ ଅନଲାଇନରେ ଛାଡ଼ିଲେ ଯୁବକ

ଭୁବନେଶ୍ୱର: ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓକୁ ଅନଲାଇନରେ ଅପଲୋଡ଼ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଦୁଇଜଣ ଯୁବକ । ପ୍ରଥମ ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ଜଣେ ପ୍ରେମିକ ତା’ର ପ୍ରେମିକା ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ବାଲେଶ୍ବର,…

ଜାଣନ୍ତୁ, କେଉଁମାନେ ଦେଶର ଟପ୍ ୧୦ ଧନୀକ ଖେଳାଳି…

ନୂଆଦିଲ୍ଲୀ: ପ୍ରକାଶ ପାଇଥିବା ଫୋବର୍ସ ଇଣ୍ଡିଆ ସେଲିବ୍ରିଟି ୨୦୧୮ ରିପୋର୍ଟ ଅନୁଯାୟୀ ଭାରତୀୟ ସେନସେସନାଲ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ବ୍ୟତିତ ଭାରତର ଅନ୍ୟ କ୍ରୀଡାବିତ୍ ମଧ୍ୟ ଟପ୍ ୧୦ ଧନୀ ତାଲିକାରେ ନିଜ ନାମକୁ ସାମିଲ କରିପାରିଛନ୍ତି । ଜାଣନ୍ତୁ, କେଉଁ…

ଓଡ଼ିଶାର ଏହି ମନ୍ତ୍ରୀ କିପରି ସମସ୍ତଙ୍କ ହୃଦୟ ଜିଣିଗଲେ, ଜାଣନ୍ତୁ…

ଟିଟିଲାଗଡ଼: ‘କଥା କମ୍ କାମ ବେଶି’ ଏହି ଉକ୍ତିଟିକୁ କରି ଦେଖାଛନ୍ତି ଓଡ଼ିଶା ସରକାରଙ୍କ ଜଣେ ମହିଳା ମନ୍ତ୍ରୀ । ସେ ଆଉ କେହି ନୁହଁନ୍ତି, ଖୋଦ୍ ନବୀନଙ୍କ ମନ୍ତ୍ରୀମଣ୍ଡଳର ମହିଳା ଓ ଶିଶୁ ବିକାଶ ତଥା ମିଶନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଶ୍ରୀମତୀ ସାହୁ ଏକ ବିଦ୍ୟାଳୟର ଜଣେ…

ପୁଣି ସୋନିଆ ଗାନ୍ଧୀ ହେଲେ କଂଗ୍ରେସ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି କ୍ରମେ ସୋନିଆ ଗାନ୍ଧୀ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି । ଦୀର୍ଘ ସମୟଧରି ଶନିବାର ଦିନ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ପରିଶେଷରେ ରାହୁଲ ଗାନ୍ଧୀଙ୍କ ପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୦୮-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୧ ରିଖ ରବିବାର କର୍କଟ ୨୬ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ…

ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପେ୍ରସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି…

ଆତଙ୍କବାଦୀ ଆକ୍ରମଣ: ଓଡ଼ିଶାର ଏହି ୭ଟି ଜିଲ୍ଲାକୁ ହାଇ ଆଲର୍ଟ !

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ରହିଥିବା ଯୋଗୁଁ ରାଜ୍ୟ ସରକାର ଓଡ଼ିଶାର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ହାଇ ଆଲର୍ଟ ଜାରି କରିଛନ୍ତି । ଓଡ଼ିଶା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡ଼ିଜି), ରେଲୱେ ଓ ତଟବର୍ତ୍ତୀ ସୁରକ୍ଷା ପ୍ରାଣବନ୍ଧୁ…

ବଳିପଡିଥିବା ଭାତରୁ ତିଆରି କରନ୍ତୁ ସ୍ୱାଦିଷ୍ଟ ପକୋଡି

ବଳିପଡିଥିବା ଭାତରୁ ତିଆରି କରନ୍ତୁ ସ୍ୱାଦିଷ୍ଟ ପକୋଡି, ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ସାମଗ୍ରୀ ଗୋଟିଏ ଗିନା ଭାତ ଗୋଟିଏ କଟା ପିଆଜ ୨-୩ଟି କଟା ଲଙ୍କା ଏକ ଛୋଟ ଚାମଚ ଲଙ୍କା ପାଉଡର ଏକ ଛୋଟ ଚାମଚ ଧନିଆ ପାଉଡର ଲୁଣ ସ୍ୱାଦ ଅନୁସାରେ ଛାଣିବା ପାଇଁ ତେଲ…