Latest Odisha News

BREAKING NEWS

ଓଲିଉଡରେ ଆରମ୍ଭ ହେଲା ବାୟୋପିକ୍‌ ଟ୍ରେଣ୍ଡ

ଭୁବନେଶ୍ୱର: ବଲିଉଡ ଭଳି ଓଲିଉଡରେ ମଧ୍ୟ ଆରମ୍ଭ ହୋଇଛି ବାୟୋପିକର ଟ୍ରେଣ୍ଡ । ପୂଜାରେ ଏହା ବଡ଼ ପରଦାକୁ ଆସିବ । ସାଧାରଣ ମଣିଷରୁ ଉଦ୍ୟୋଗପତି ହୋଇଥିବା ଜଣେ ଗରିବ ଲୋକର କାହାଣୀ ଏଥିରେ ଦେଖା ଯାଇଛି । ବାଲେଶ୍ୱରର ଅବଦୁଲ ଅମିନ୍‌ ଖାନ୍‌, ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି । ଦିନ…

ବର୍ଷାଦିନେ ବୁଲି ଯାଆନ୍ତୁ କର୍ଣ୍ଣାଟକର ‘ଯୋଗ ଜଳପ୍ରପାତ’

କର୍ଣ୍ଣାଟକର ସାଗର ନାମକ ସ୍ଥାନରେ ଥିବା ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ ଜଳପ୍ରପାତ ନାଁରେ ପରିଚିତ। ସରାବତୀ ନଦୀଧାରରୁ ସୃଷ୍ଟି ହୋଇଥିବା ଏହି ଜଳପ୍ରପାତ ୨୫୩ ମିଟର ଉଚ୍ଚତା ବିଶିଷ୍ଟ । ସ୍ଥାନୀୟ ଯୋଗ ନାମକ ଏକ…

ପ୍ରତିଦିନ ମୁଣ୍ଡ ବିନ୍ଧୁଥିଲେ ହୋଇ ଯାଆନ୍ତୁ ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଭୁବନେଶ୍ୱର: ଏବେ ପ୍ରାୟତଃ ପିଲା ଠୁ ବୃଦ୍ଧ ଯାଏଁ ସମସ୍ତଙ୍କର ମୁଣ୍ଡବିନ୍ଧା ହୋଇଥାଏ । କାମରେ ବ୍ୟସ୍ତ ରହି ମୁଣ୍ଡବିନ୍ଧାକୁ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରାୟତଃ ଲୋକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି । କାମ ପ୍ରେସର, ଥଣ୍ଡା, ଚିନ୍ତା କରିବା ଦ୍ୱାରା ,ଏପରି ବିଭିନ୍ନ କାରଣ…

କାହିିଁକି ନିଜ ବିଏମଡ଼ବ୍ଲ୍ୟୁ କାରକୁ ନଦୀରେ ଫିଙ୍ଗିଦେଲେ ଏହି ବ୍ୟକ୍ତି, ଜାଣନ୍ତୁ…

ଚଣ୍ଡିଗଡ଼: ଏହି ଘଟଣାଟି ଯେତିକି କୌତୁହଳପ୍ରଦକ ସେତିକି ମଧ୍ୟ ଅଭାବନୀୟ । ହରିୟାଣାର ମୁକରମପୁରରେ ଘଟିଯାଇଛି ଏପରି ଏକ ଘଟଣା ଯାହାକି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଦେଇଛି । ରାଗରୁଷାରେ କିଏ ସାମାନ୍ୟ କିଛି କାହାକୁ କହିଦେଇ ପାରେ ତ କିଏ ସାମାନ୍ୟ ଭଙ୍ଗାରୁଜା କରିଦେବାର ଦୃଷ୍ଟାନ୍ତ ରହିଛି ।…

କଥାକୁହା ଫଟୋ: ମାଦଳର ତାଳେ ତାଳେ ବିଶ୍ୱ ଆଦିବାସୀ ଦିବସ ପାଳିତ…

ଭୁବନେଶ୍ୱର: ରାଜଧାନୀସ୍ଥିତ ‘କେଳୁଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ‘ବିଶ୍ୱ ଆଦିବାସୀ ଦିବସ’ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ନୃତ୍ୟଶିଳ୍ପୀ ଓ କଳାକାର ଯୋଗଦେଇ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ ।

ସମ୍ ହସ୍ପିଟାଲରେ ‘ଗ୍ରହଣ ଖଣ୍ଡିଆ’ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ସୁଯୋଗ

ଭୁବନେଶ୍ୱର: ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ଥିଲେ ସେମାନଙ୍କୁ ସାଧାରଣ କରିବା ଲାଗି ଆସିଛି ଏକ ବଡ଼ ସୁଯୋଗ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭର୍ସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏବଂ ସମ୍ ହସ୍ପିଟାଲରେ ‘ଫ୍ୟୁଚର୍ ଅଫ୍…

ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର, ୧୪ରେ ଖୋଲିବ ଗେଟ୍

ସମ୍ବଲପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି । ଏହାକୁ ନଜରରେ ରଖି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଲାଗି ଆସନ୍ତା ସପ୍ତାହରେ ଗେଟ୍…

ଘଡଘଡି ସହ ବର୍ଷା ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, କଟକ ଓ ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ,…

ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଓଡିଶା ସାଂସଦ

ନୂଆଦିଲ୍ଲୀ: ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟ ୪ ଜଣ ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମହେଶ ପୋଦାର (ବିଜେପି), କେ. କେଶବ ରାଓ…

ପୂରଣ ହେଲା ଓଡ଼ିଆଙ୍କ ସ୍ୱପ୍ନ: ‘ଓଡ଼ିଶା ଏଫସି’ ନାମରେ ଦଳ ଖେଳିବ ଇଣ୍ଡିଆନ ସୁପର୍ ଲିଗ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଚର୍ଚ୍ଚିତ ‘ଇଣ୍ଡିଆନ ସୁପର୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଆସନ୍ତା ସିଜନରେ ଦିଲ୍ଲୀ ଡାଇନାମୋସ୍ ଦଳ ‘ଓଡ଼ିଶା ଏଫସି’ ନାମରେ ନାମିତ ହେବ ବୋଲି ଗୋଲ.କମ୍ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦର ଲହରୀ…