Latest Odisha News

ଗାଜର ପରଟା

ଘରେ ପ୍ରସ୍ତୁତ କରନ୍ତୁ 'ଗାଜର ପରଟା' । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକୀୟ ସାମଗ୍ରୀ : ଅଟା – ୨କପ,ଲୁଣ – ସ୍ବାଦ ଅନୁସାରେ, ପାଣି – ୧କପ, ବଟର – ଆବଶ୍ୟକ ପରିମାଣରେ, ତେଲ – ଆବଶ୍ୟକ ପରିମାଣରେ, କୋରା ଗାଜର ୫ଟି, କୋରା ଅଦା – ଅଳ୍ପ, କଟା ପିଆଜ – ୨ଟି, କଟା…

ଧାରା ୩୭୦ ପାଇଁ କଶ୍ମୀରର ନାଗରିକତା ହରାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିବାଦୀୟ ଧାରା ୩୭୦କୁ ସୋମବାର ସଂସଦରେ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ। ଗତକାଲି ଏହା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍‌ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ…

କାଳିଆ ଯୋଜନା: ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ କାଳିଆ ଯୋଜନା ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ଯାଏଁ କଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ନାମ ଏହାର ଅଫିସିଆଲ ୱେବ ସାଇଟରେ ସାମିଲ କରାଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା…

ଐତିହାସିକ ନିଷ୍ପତ୍ତି: ଲୋକସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଲୋକସଭାରେ ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହୀତ ହୋଇଛି । ଗତକାଲି ଏହି ବିଲଟି ରାଜ୍ୟସଭାରେ ଗୃହିତ ହୋଇଥିଲା । ତେବେ ଏହି ବିଲଟି ପାର୍ଲାମେଣ୍ଟର ଦୁଇଟି ଗୃହରେ ଆଗତ ହୋଇ ସଫଳତାର ସହିତ ପାରିତ ହେବାପରେ ଏବେ ଏହା ଭାରତର…

ଓଡ଼ିଶାର କୋଇଲା ରୟାଲଟିରେ ସଂଶୋଧନ ଲାଗି ସଂସଦରେ ବିଜେଡ଼ି ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଓଡ଼ିଶାର କୋଇଲା ରୟାଲଟି ୧୪% ରୁ ୨୦% କୁ ବୃଦ୍ଧି କରିବା ଲାଗି ସଂସଦରେ ବିଜେଡ଼ି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଦାବି କରିଛନ୍ତି । Raised issue of Coal Royalty not being revised for Odisha from 14% to 20%, Centre obtaining 17,300 Crores for itself…

ଡେ-ଜିରୋ କମ୍ପାନୀ ଗୁଡ଼ିକରେ ବଢ଼ୁଛି ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ଚାହିଦା

ଭୁବନେଶ୍ୱର: ଡେ-ଜିରୋ କମ୍ପାନୀଗୁଡ଼ିକ ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କୁ ଅଧିକ ଚାକିରୀର ସୁଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଆଇଟିଇଆର୍…

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ (୧୮୫୩-୧୯୧୨) କ୍ଷେତ୍ର: ଭାଷା-ସାହିତ୍ୟ (ମଧୁ ବର୍ଣ୍ଣବୋଧର ପ୍ରଣେତା) ଓଡ଼ିଆ ସାହିତ୍ୟ ଜଗତରେ ଭକ୍ତକବି ଭାବେ ସୁପରିଚିତ ମଧୁସୂଦନ ରାଓ ତାଙ୍କ ରଚିତ ‘ମଧୁ ବର୍ଣ୍ଣବୋଧ’ ପାଇଁ ରହିବେ ଚିର ଅମର । ଏହି ପତଳା ବହିଟି ଏଯାବତ୍‍ ଏକ ଶିଶୁ-ବେଦ ଭାବେ…

ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟର ସମସ୍ତ ପାର୍କ୍

ଭୁବନେଶ୍ୱର: ଲୋକଙ୍କ ବ୍ୟସ୍ତ ବହୁଳ ଜୀବନକୁ ଧ୍ୟାନରେ ରଖି ରାଜ୍ୟର ସମସ୍ତ ପାର୍କ୍ ଗୁଡିକୁ ସକାଳ ୬ ଟାରୁ ରାତି ୯ ଟା ଯାଏଁ ଖୋଲା ରଖିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛନ୍ତି । ଏହି ସଂକ୍ରାନ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି ।…

ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତରୀତ ହେଲା ସ୍ୱାଧୀନତା ଦିବସ ପ୍ୟାରେଡ୍

ଭୁବନେଶ୍ୱର: ପୂର୍ବରୁ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ଼ ଏଥର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଟ୍ୱିନସିଟି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ଏହି ରାଜ୍ୟସ୍ତରୀୟ…

କଟକରେ ବଜ୍ରପାତ: ୨ ମୃତ, ୩ ଆହତ

କଟକ: କଟକ ଜିଲ୍ଲାରେ ମଙ୍ଗଳବାର ଦିନ ବଜ୍ରାଘାତରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ମିଳିଥିବା ସୂଚନା ଅନୁସାରେ ମୃତକ ଦୁଇଜଣ ନିଶ୍ଚିତକୋଇଲି ବ୍ଲକର ପାଲାଳ ଗ୍ରାମର କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ