ଓଡିଶା ପାଳୁଛି ‘ରସଗୋଲା ଦିବସ’
ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ଏହି ଦିବସର ପ୍ରଚାର ଓ ପ୍ରସାର ଲାଗି ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ ମଧ୍ୟ କରାଯାଇଥାଏ ।
ଲୋକକଥାନୁଯାୟୀ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ‘ରସଗୋଲା ଦିବସ’ । କୁହାଯାଏ, ମା’ଲକ୍ଷ୍ମୀଙ୍କୁ…