Latest Odisha News

BREAKING NEWS

ଭୁଲ୍‍ ବୁଝାମଣା

ଭୁଲ୍‍ ବୁଝାମଣା ବଳଭଦ୍ର ରଥ ଦେଖ ଗୋଟେ ଭୁଲ୍ ବୁଝାମଣା ହିଁ କେମିତି ଗଢିଦେବାକୁ ଯାଉଛି ବିରାଟ ପ୍ରାଚୀର ଦୁଇଭାଗ କରିଦେବାକୁ ବସିଛି ସଂପର୍କର ସୌଧ... ଏ ପ୍ରାଚୀରର ପରିଚୟ କ'ଣ ହେବ, ଅଧାଗଢା ସ୍ୱପ୍ନ ନା ଅବିଶ୍ୱାସ ଓ ଆହତର ମନ, ନା ହେବ ଅସୀମ ଅଭିଶପ୍ତର ଅଭିଲେଖ...…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାର ଗୋପାଲପୋରା ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

କଳାହାଣ୍ଡିରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୫ ଜଣଙ୍କ ସମେତ ୬ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ବୁଧବାର ସକାଳେ ଏକ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ହେଲେ ଆଶୁତୋଷ…

ପିଏସଏଲଭି-ସି୪୬ ସଫଳ ଉତକ୍ଷେପଣ, ସୀମାରେ ରଖିବ ତୀକ୍ଷ୍ନ ନଜର

ଶ୍ରୀହରିକୋଟା : ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଜି ଆଉ ଏକ ସଫଳତା ମିଳିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ସକାଳ ୫ଟା ୩୦ ମିନିଟ ସମୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (ପିଏସଏଲଭି) ସି-୪୬ ସଫଳତାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ୨୨-୦୫-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୨ ରିଖ ବୁଧବାର ବୃଷ ୮ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର କର୍କଟ ରାଶିର ଘାତ ବାର ତୁଳା…

ମ୍ୟାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱରର ବସ୍ତା ବ୍ଲକସ୍ଥିତ ପୁଣ୍ଡରୁଙ୍ଗି ଗ୍ରାମରେ ଜଣେ ଛାତ୍ର ମାଟ୍ରିକ୍ ପରୀକ୍ଷାରେ ବିଫଳ ହେବା ଫଳରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ନାମ ଶଙ୍କର୍ଷଣ ସେଠୀ ଏବଂ ସେ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ୁଥିବା…

ଓଡିଶାର ୮ଟି ଜିଲ୍ଲାକୁ ଝଡବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟା ୬ଟା ୪୫ ସୁଦ୍ଧା ବର୍ଷା ଘଡଘଡି ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ବିଭାଗ ପକ୍ଷରୁ ସୁନ୍ଦରଗଡ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର,…

‘ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍’ ରୋକିବାକୁ ସରକାର ନେବେ ଦୃଢ ପଦକ୍ଷେପ

କଟକ : ଚଳିତ ବର୍ଷ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ଲିକ୍ ହେବାର ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର…

ପୁଣି ଥରେ  ଶକ୍ତି ମହାନ୍ତି ଯଦି ମୁଁ ସବୁକିଛି ଭୁଲିଯାଇ ପୁଣି ତତେ ଭଲପାଇ ବସେ ମନହରୀ ଦୋକାନରେ ଅତରର ଦର ବୁଝି ଆଖିରେ ପ୍ରୀତିର କଜ୍ୱଳ ଭରି ତୁ ଆସିବୁ ଫେରି ଯଦି ସେ ଅତରର ଠିପି ମୋ ଦେହ ପରି ବାସେ... ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ପାଖକୁ ଆସେ ଅଧାନିଦ…

ଜହ୍ନ ରହିବନି ଜହ୍ନ ହୋଇ

ଜହ୍ନ ରହିବନି ଜହ୍ନ ହୋଇ ରାଜେଶ ପୂଜାରୀ କଳଙ୍କର କାଦୁଅରେ ଗୁରୁଣ୍ଡି ଗୁରୁଣ୍ଡି ସେ ଲେଖୁଛି ଆପଣା ମନ୍ଦ ଭାଗ୍ୟର କପଟ କବିତା ନିଜ ଛାତିରେ ଗତ ପୂର୍ଣ୍ଣିମାରୁ ନୂଆଁ ଜହ୍ନଟେ ସଜେଇ ସାରିଥିବା ଆକାଶ ପାଖରୁ ଛାଡ଼ପତ୍ର ପାଇଲା ଯେବେ ଠାରୁ...! ଏଇଠୁ ଏମିତି ନିରେଖିବ…