Latest Odisha News

BREAKING NEWS

ବିଦ୍ୟୁତ ସଂଯୋଗ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୀଘ୍ର ବିଜୁଳି ସଂଯୋଗ ଦାବି କରି ମଙ୍ଗଳବାର ଦିନ ଛାତ୍ରଛାତ୍ରୀ ମାନେ ମୁଖ୍ୟ ଗେଟରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁଯାୟୀ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟି…

ଗରମ ପାଣି ପଡି ୩ବର୍ଷୀୟ ଶିଶୁକନ୍ୟା ଗୁରୁତର

ସୋନପୁର : ସୋନପୁର ଜିଲ୍ଲା ଜଟିଆପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରର ଜଣେ ସହାୟିକା କର୍ମଚାରୀ ଏକ ୩ ବର୍ଷର ଶିଶୁକନ୍ୟା ଉପରକୁ ଗରମ ପାଣି ଢାଳିଦେଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଶିଶୁ କନ୍ୟାଟିର ନାମ ପ୍ରୀତିମୟୀ ମହାକୁର ହୋଇଥିବା ବେଳେ ତା’ଉପରେ ଗରମ ପାଣି ପଡିବାରୁ ସେ ଗୁରୁତର ଆହତ…

‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ରେ ଓଡିଆ ଚଳଚ୍ଚିତ୍ର ‘ସ୍ୱାହା’…

ଭୁବନେଶ୍ୱର : ଓଡିଆ ଫିଲ୍ମ ଜଗତର ଯୁବ ନିର୍ଦ୍ଦେଶକ ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସ୍ୱାହା’ 'କାନ୍ସ ଫିଲ୍ମ ଫେଷ୍ଟିଭାଲ'ରେ ପ୍ରଦର୍ଶିତ ହେବାକୁ ଯାଉଛି । ଶିଶିରଙ୍କ ନିର୍ଦ୍ଦେଶିତ ଅନ୍ୟ ୨ଟି ଫିଲ୍ମ ହେଉଛି ‘ଫର୍ଚ୍ଚା’ ଓ ‘ରାଜା’ । ଏକ ଟେଲିଭିଜନ୍ ଚ୍ୟାନେଲରେ…

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଜିତିଲେ ପୁଣି ଏକ ଅନ୍ତର୍ଜାତୀୟ ରୋପ୍ୟ ପଦକ

ହାନୋଭର: ମାତ୍ର ୮ ଦିନ ମଧ୍ୟରେ ଉଦୀୟମାନ ଓଡ଼ିଆ ମହିଳା ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱର୍ଣ୍ଣ ସହିତ ତିନି ତିନୋଟି ପଦକ ହାସଲ କରି ଓଡ଼ିଶା ତଥା ସମଗ୍ର ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀୟଙ୍କା ଜର୍ମାନୀର ହାନୋଭରଠାରେ ଚାଲିଥିବା ଏଚ ଏଣ୍ଡ ଏନ କପ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାର ୧୦…

‘ନିଟ୍’ ଲାଗି ଘୁଞ୍ଚିଲା ବିପିୟୁଟି ଓ ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ୱର: ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ସର୍ବଭାରତୀୟ ପରୀକ୍ଷା ଆସନ୍ତା ମେ ୨୦ ତାରିଖରେ ନ୍ୟାସନାଲ୍ ଟେଷ୍ଟି ଏଜେନ୍ସି ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିଟ୍ ପରୀକ୍ଷାକୁ ଦୃଷ୍ଟିରେ ରଖି ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ ବୈଷୟିକ…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ନିଲମ୍ବିତ ହେଲେ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଜଣେ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା ନେତା ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ପାର୍ଟି ପ୍ରେସିଡେଣ୍ଟ୍ ଏସକେ…

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୋଣାର୍କ ‘ସୂର୍ଯ୍ୟ ମନ୍ଦିର’

କୋଣାର୍କ : ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ବନ୍ଦ ଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ପୁଣି ଥରେ ପର୍ଯ୍ୟଟକଙ୍କ ଦର୍ଶନ ନିମନ୍ତେ ଖୋଲିଛି । ମନ୍ଦିର ଖୋଲାଯିବା ପରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିବାନେଇ ସୂଚନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୪-୦୫-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୪ ମଙ୍ଗଳବାର ମେଷ ୩୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ମକର ରାଶିର ଘାତ ବାର କର୍କଟ ମକର…

ଡିଆରଡ଼ିଓ ପକ୍ଷରୁ ‘ଅଭ୍ୟାସ’ର ସଫଳ ଉଡ଼ାଣ

ବାଲେଶ୍ୱର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାନ (ଡିଆରଡ଼ିଓ) ପକ୍ଷରୁ ଶକ୍ତିଶାଳୀ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ର ସୋମବାର ଦିନ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ଚାନ୍ଦିପୁର ଟେଷ୍ଟ ରେଞ୍ଜରୁ ସଫଳ ଉଡ଼ାଣ ହୋଇଛି । DRDO conducts successful flight test of high-speed…

ମୋଦୀଙ୍କୁ ନବୀନଙ୍କ ଧନ୍ୟବାଦ ବାର୍ତ୍ତା: ନିର୍ବାଚନ ପରବର୍ତ୍ତୀ ବୁଝାମଣା ନେଇ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଳୟଙ୍କରୀ ବାତ୍ୟା ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାର ବାତ୍ୟା ପୂର୍ବରୁ ଏବଂ ପରେ ରାଜ୍ୟ ସରକାରଙ୍କୁ ଦେଇଥିବା ସହଯୋଗକୁ ନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହିତ ଅଜସ୍ର ଧନ୍ୟବାଦ…