Latest Odisha News

BREAKING NEWS

ଆଉ ୩ ଦିନ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିବ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ପ୍ରଳୟଙ୍କରୀ ବାତ୍ୟା ପନି ପ୍ରଭାବରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଯୋଗୁଁ ଗତ ୩ ତାରିଖଠାରୁ ଏହା ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଛି । ତେବେ ଆଉ ୨ ରୁ ୩ ଦିନ ପରେ ଏହା ପରିଦର୍ଶକଙ୍କ ଲାଗି ଖୋଲିବ ବୋଲି ଶୁକ୍ରବାର ଦିନ…

ବାତ୍ୟା ଫନିକୁ ‘ଜାତୀୟ ବିପର୍ଯ୍ୟୟ’ ଘୋଷଣା କରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ପୁରୀ ଗଜପତି ମହାରାଜା

ପୁରୀ: ଓଡ଼ିଶାର ଅନେକ ସ୍ଥାନରେ ଭୟଙ୍କର ବାତ୍ୟା ଫନି ୧୯୯୯ର ମହାବାତ୍ୟାଠୁଁ ମଧ୍ୟ ବଳି ଯାଇଛି । ବାତ୍ୟାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ୧୪ଟି ଜିଲ୍ଲାର ଅନେକ ଅଞ୍ଚଳ । ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼ ଓ ଗଞ୍ଜାମ…

ବାତ୍ୟା ‘ଫନୀ’: ଆମ୍ରି ହସ୍ପିଟାଲର ୧୦ କୋଟିରୁ ଊର୍ଧ୍ୱ ସମ୍ପତ୍ତି କ୍ଷତି

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ଫନୀ ପ୍ରଭାବରେ ଉପକୂଳ ଓଡ଼ିଶା ତଥା ଖୋର୍ଦ୍ଧା ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଥିଛି । ବାତ୍ୟା ଫନୀ ପ୍ରଭାବରେ ଭୁବନେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ପାଖାପାଖି୨୪୦ କିଲୋମିଟର ରହିଥିଲାବେଳେ ଭୁବନେଶ୍ୱରର ଅନେକ ଘର, ଅଫିସ ସମେତ ହସ୍ପିଟାଲ ଗୁଡିକର…

ସାରଥୀ ବାବାଙ୍କ ଶୁଣାଣି ମେ ୧୭କୁ ଘୁଞ୍ଚାଇଦେଲେ ଅଦାଲତ

କଟକ: ଏସସି/ଏସଟି ସ୍ପେଶାଲ୍ ଅଦାଲତ ଶୁକ୍ରବାର ଦିନ ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବିଚାର ମାମଲା ମେ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବାବା ସାରଥୀଙ୍କ ରୋଜାଲିନ୍ ମଲ୍ଲିକ ମାମଲାର ଶୁଣାଣିକୁ ଏହି ଅଦାଲତ ଆଜି ଘୁଞ୍ଚାଇଦେବା ନେଇ ଆଜି ଜଣାପଡ଼ିଛି । ଏହି ମାମଲାରେ…

ଫନି ପ୍ରଭାବରେ ସୋଆ ବିଶ୍ୱବିଦ୍ୟାଳୟର ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ବିଭିନ୍ନ ସରଞ୍ଜାମ ଓ ଭିତ୍ତିିଭୂମିର ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହି କ୍ଷୟକ୍ଷତିର…

ରମାଦେବୀ ବିଶ୍ୱବିଦ୍ୟାଳୟରେ ମେ’ ୧୫ରୁ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ବାତିଲ ହୋଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ମେ’ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବାତିଲ ତଥା ସ୍ଥଗିତ ଥିବା ପରୀକ୍ଷାଗୁଡିକୁ ପୁନଃପରିଚାଳିତ କରିବା ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶ…

ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି । ନବନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍ ପରିସରରେ ଏହି ଶୁଭ ଅନୁକୂଳ ପୂଜାର ଆୟୋଜନ କରାଯାଇଥିଲା । ପୂର୍ବ ଭାରତରେ ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟସେବା…

ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ଆନ୍ତଃ-ମନ୍ତ୍ରଣାଳୟ ଟିମ୍ କରିବ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର : ଭୟଙ୍କର ବାତ୍ୟା ‘ଫନି’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଲାଗି ମେ’ ୧୨ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ତଃମନ୍ତ୍ରଣାଳୟର ଏକ ଟିମ୍ । ପ୍ରାପ୍ତ ସୂଚନାନୁଯାୟୀ ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକେ ଭରଦ୍ୱାଜଙ୍କ ନେତୃତ୍ୱରେ ଏକ ଟିମ୍…

ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଓୟୁଏଟି ଅଧିନରେ ଥିବା ସମସ୍ତ କଲେଜ…

ଜୋରଦାର୍ ଚାଲିଛି ରିଲିଫ୍ ଓ ପୁନଃରୁଦ୍ଧାର କାର୍ଯ୍ୟ, ଅନେକ ଅଞ୍ଚଳରେ ସ୍ୱାଭାବିକ ଚାଲୁ ହେଲା ବିଦ୍ୟୁତ ସେବା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ବିଧ୍ୱସ୍ତ ରାଜଧାନୀର କଳେବର ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି, ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ଚାଲୁ ହୋଇ ଯାଇଥିବାରୁ ସେଠାରେ ସ୍ଥାନୀୟ ବାସିନ୍ଦା ଆସ୍ୱସ୍ତ ହୋଇଛନ୍ତି । ମାତ୍ର ଅନେକ ଯାଗାରେ ପ୍ରଶାସନ ପହଞ୍ଚିପାରିନାହିଁ । ବିଏସି ପକ୍ଷରୁ…