Latest Odisha News

BREAKING NEWS

ଓଡିଶାର ୯ଟି ଜିଲ୍ଲାକୁ ଝଡବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୯ଟି ଜିଲ୍ଲାରେ ସନ୍ଧ୍ୟା ୬ଟା ୪୫ ସୁଦ୍ଧା ବର୍ଷା ଘଡଘଡି ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ବିଭାଗ ପକ୍ଷରୁ ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, ନୟାଗଡ, ଅନୁଗୁଳ, ଦେବଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି…

ଅନନ୍ତ ଜେନା ଓ ଜଗନ୍ନାଥ ପ୍ରଧାନଙ୍କୁ ସୁରକ୍ଷା ଦେବେ କମିଶନରେଟ୍ ପୋଲିସ

ଭୁବନେଶ୍ୱର : ବିଜେଡି ପ୍ରାର୍ଥୀ ଅନନ୍ତ ଜେନା ଓ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର୍ ଉପରକୁ ହୋଇଥିବା ବୋମାମାଡ ଘଟଣାରେ ସୋମବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଦୁଇ ବିଧାୟକଙ୍କୁ ସୁରକ୍ଷା ପ୍ରଦାନ କରାଯିବ । ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି…

ପିପିଲିରେ ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ପ୍ରଦୀପ ମହାରଥୀ

ପିପିଲି : ପିପିଲି ବିଧାୟକଙ୍କ ଫାର୍ମହାଉସରେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ ମଧ୍ୟ କହିଛନ୍ତି, “ଆହତ ଫ୍ଲାଇଂ ସ୍କ୍ୱାଡ ସଦସ୍ୟଙ୍କ…

ପୁରୀରେ ବିପୁଳ ପରିମାଣର ଚୋରା ମଦ ଓ ଗଞ୍ଜେଇ ଜବତ

ପୁରୀ: ଅବକାରୀ ବିଭାଗ ପକ୍ଷରୁ ରବିବାର ରାତିରେ ପୁରୀର ଭିନ୍ନ ଭିନ୍ନ ସ୍ଥାନରେ ଚଢଉ ହୋଇ ବିପୁଳ ପରିମାଣର ମଦ ଓ ଗଞ୍ଜେଇ ଜବତ ହେବା ସହିତ ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ଏବଂ ବ୍ରହ୍ମପୁରର ଇଣ୍ଟେଲିଜେନ୍ସ…

କେନ୍ଦୁଝରରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନଂ-୧୪୯ରେ ଇଭିଏମ୍ ବିତରଣ କେନ୍ଦ୍ର ନିକଟରେ ମୁତୟନ ହୋଇଥିବା ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଚମ୍ପୁଆ ହାଇସ୍କୁଲର ଚତୃର୍ଥ ଶ୍ରେଣୀ କର୍ମଚାରୀ ଅଭୟ ସେଠୀ ଇଭିଏମ୍ ବିତରଣ କେନ୍ଦ୍ରରେ ଥବବାବେଳେ…

ଘସିପୁରାରେ ଓପିସିସି ମୁଖ୍ୟଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ

କେନ୍ଦୁଝର : ଘସିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ଘସିପୁରା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରାଠାରେ ରବିବାର ଦିନ…

ଜାଣନ୍ତୁ କେବେଠୁ ଓ କାହଁକି ପାଳନ କରାଯାଏ ‘ପୃଥ୍ୱୀ ଦିବସ’…

ଭୁବନେଶ୍ୱର : ପ୍ରତିବର୍ଷ ଏପିଲ୍ ୨୨ ତାରିଖରେ ସାରା ଦେଶରେ ‘ପୃଥ୍ୱୀ ଦିବସ’ ବା ‘ଆର୍ଥ ଡେ୍’ ପାଳନ କରାଯାଇଥାଏ । ସାରା ଦେଶରେ ଲୋକମାନଙ୍କ ମଧ୍ୟରେ ବୃକ୍ଷ-ଲତା, ଜୀବ-ଜନ୍ତୁ ତଥା ପରିବେଶ ପର୍ଯ୍ୟାବରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଅଟେ ।…

ଓଡ଼ିଶା ବିଜେପି ପକ୍ଷରୁ ୫ଜଣ ନୂଆ ମୁଖପାତ୍ର ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାରେ ସାଂଗଠନିକ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ ତଥା ମଜବୁତ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ସୋମବାର ଦିନ ବରିଷ୍ଠ ନେତୃବର୍ଗଙ୍କୁ ନୂତନ ଦାୟିତ୍ୱ ଅର୍ପଣ କରିଛି । ବିଜେପିର ନୂତନ ମୁଖପାତ୍ର ଭାବେ ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ, ଉର୍ମିଳା…

ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ,୫ ଆହତ

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମହାଉସରେ ଯାଞ୍ଚବେଳେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡ୍ ଓ ଜଣେ ମାଜିଷ୍ଟ୍ରେଟଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଶ୍ରୀଯୁକ୍ତ ମହାରଥୀ ଓ ତାଙ୍କ ସମର୍ଥକମାନେ ଏହି ଯାଞ୍ଚକାରୀ…