ଜାଣନ୍ତୁ, କେମିତି କଟିବ ଆଜି ଦିନ
ଆଜିର ରାଶି ଫଳ
ତା୧୭-୦୪-୨୦୧୯ ବୁଧବାର
ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୭ ତାରିଖ ବୁଧବାର ମେଷ ୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି
ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
କର୍କଟ…