Latest Odisha News

BREAKING NEWS

ବାଲେଶ୍ୱର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଓ ୩ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କୁନ୍ଦପୁର ନିକଟ ୬୦ ନଂ ଜାତୀୟ ରାଜପଥରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ତୋଫାନୀ ରଣା, ପତ୍ନୀ କଳ୍ପନା ରଣା ହୋଇଥିବାବେଳେ ଅନ୍ୟ ଜଣେ ସୁବି ରଞ୍ଜନ ପରିଡା…

ନିରଞ୍ଜନ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଲଢିବେ ନିର୍ବାଚନ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ଦିନ ଓଡିଶାର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକାରେ ଘସିପୁରା ବ୍ୟତିତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନୀମଣ୍ଡଳୀରୁ ନିର୍ବାଚନ ଲଢିବା…

ବାରିପଦା ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢିବେ ସରୋଜିନୀ ହେମ୍ବ୍ରମ୍

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ବିଧାନସଭା ଆସନ ଲାଗି ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାମ ରବିବାର ଦିନ ଘୋଷଣା କରିଛନ୍ତି । ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ଝିଅ ହେଉଛନ୍ତି ସରୋଜିନୀ । ଏହି ଆସନରୁ ପୂର୍ବରୁ…

ଓଡିଶା ଡିଜିପି ଆରପି ଶର୍ମାଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର : ଓଡିଶା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଧର୍ମପତ୍ନୀ ତୁଷାର ଶର୍ମାଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ତୁଷାର ଦୀର୍ଘ ଦିନଧରି ହେବ ଫୁସଫୁସ୍ ସଂକ୍ରମଣରେ ପିଡିତ ହୋଇ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ…

ଆଜି ଘଟିପାରେ

ରାଶି ଫଳ ତା ୦୭-୦୪-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ମେଷ ଆଜି ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମତଭେଦର ପରିସ୍ତିତି ସୃଷ୍ଟି କରିବ। ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। ସାମ୍ବାଦିକତା,ଗବେଷଣା,ରପ୍ତାନୀବାଣିଜ୍ୟ, ଜମିଜମା ତଥା ବ୍ୟବସାୟିକ କ୍ଷେତ୍ରରେ…

କାଫେଟେରିଆରେ କବିତା ଓ ରାଜନୀତି

ଭୁବନେଶ୍ୱର: କାଫେଟେରିଆ କବିତା ମାଧ୍ୟମରେ ରାଜନୀତି ଆଲୋଚନା ର ଏକ ପ୍ରୟାସ। ଅପ୍ରେଲ ୬ ତାରିଖ ସନ୍ଧ୍ୟାରେ OXFORD Book Store ରେ କିଛି କବି ବନ୍ଧୁମାନେ ଏକତ୍ରିତ ହୋଇଥିଲେ। ଦେଶର ରାଜନୈତିକ ସ୍ଥିତିର ଗରମ ପରିବେଶ ସହିତ ନିଜକୁ ସାମିଲ କରିଥିଲେ ଏକ ନିଆରା ଢଙ୍ଗରେ: କବିତା ଓ ସାହିତ୍ୟ…

ନବୀନଙ୍କ ଦ୍ୱାରା ନୂତନ ବିଜେଡ଼ି କାର୍ଯ୍ୟକର୍ତ୍ତା ନିଯୁକ୍ତ, ୪ଜଣ ନେତାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ୱର: ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରମୋଦ କୁମାର ରଥ ରେଢାଖୋଲ ନିର୍ବାଚଳନ ମଣ୍ଡଳୀର ଆବାହକ ତଥା ସିଦ୍ଧାର୍ଥ ସାହୁ ସହ-ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରଚାର ଲାଗି ନବୀନ ୪ ଜଣ ସାଧାରଣ ସମ୍ପାଦକ, ୬…

ଓଡ଼ିଶା ରୋଲର୍ ସ୍କେଟିଂ ଟିମର ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ ପ୍ରବେଶ, ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଓଡ଼ିଶା ରୋଲର୍ ସ୍କେଟିଂ ଟିମ୍ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ରେ ପ୍ରବେଶ କରିଥିବାରୁ ରାଜ୍ୟପାଳ ଶନିବାର ଦିନ ଏହି ୧୩ ଜଣିଆ ଦଳକୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଟିମ୍ ନଭେମ୍ବର ୧୦ ତାରିଖ ୨୦୧୮ ରେ କର୍ଣ୍ଣାଟକର ବେଲଗାଭିଠାରେ ଦୀର୍ଘ ୪୮ ଘଣ୍ଟା ରୋଲର୍ ସ୍କେଟିଂ କରି…

କାଳବୈଶାଖୀ ଆଶଙ୍କା, ୧୪ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଓଡ଼ିଶାର ୧୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବାର ସତର୍କ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଶନିବାର ରାତି ୯ଟା ମଧ୍ୟରେ ପବନ ବହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ…

ଓପିସିସି ଉପ-ସଭାପତି ଭାବେ ନିଯୁକ୍ତ ହେଲେ ଜଜ୍ଞେଶ୍ଵର ବାବୁ

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶନିବାର ଦିନ କଂଗ୍ରେସର ବରିଷ୍ଠ ନେତା ଜଜ୍ଞେଶ୍ଵର ବାବୁଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଉପ-ସଭାପତି ଭାବେ ନିଯୁକ୍ତ କରିଛି । ପୂର୍ବତନ ବିଧାୟକ ତଥା ଓଡ଼ିଶା ଜନମୋର୍ଚ୍ଚା (ଓଜେଏମ)ର ସାଧାରଣ ସମ୍ପାଦକ ଜଜ୍ଞେଶ୍ଵର…