ପୁରୁଣା ବନ୍ଧୁ ବିଜୟଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ଦିଲ୍ଲୀପ ରାୟ
ରାଉରକେଲା: ପୂରୁଣା ବନ୍ଧୁ ତଥା ପାଟକୁରା ବିଧାନସଭା ଆସନରୁ ବିଜେପି ଟିକଟରେ ଲଢୁଥିବା ବରିÂ ନେତା ବିଜୟ ମହାପାତ୍ରଙ୍କ ଲାଗି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ନିର୍ବାଚନ ପ୍ରଚାର କରିବେ ବୋଲି ଇଙ୍ଗିତ ପ୍ରଦାନ କରିଛନ୍ତି ।
ଦିଲ୍ଲୀପ ଓ ବିଜୟ ଉଭୟେ ଭାରତୀୟ ଜନତା ପାର୍ଟିରୁ…