Latest Odisha News

BREAKING NEWS

ରାଜଧାନୀରେ ପୁଣି ବାଘ ଆତଙ୍କ

ଭୁବନେଶ୍ୱର: ରାଜଧାନୀର ପଳାଶପଲ୍ଲୀ ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଧରି ବନ ବିଭାଗ ଚନ୍ଦକା ଅଭୟାରଣ୍ୟରେ ଛାଡ଼ିବାର ୨ ଦିନ ନ’ପୂରୁଣୁ ପୁଣି ରାଜଧାନୀରେ ବାଘ ଆତଙ୍କ ଦେଖାଦେଇଛି । ଭୁବନେଶ୍ୱରର ଉପକଣ୍ଠସ୍ଥ ରଙ୍ଗମାଟିଆର ତଳସାହି ଅଞ୍ଚଳରେ ବାଘଟି ବୁଲୁଥିବାର ଗୁରୁବାର ରାତିରେ ସ୍ଥାନୀୟ ଲୋକେ…

ପୁରୀ: ଡଙ୍ଗାରେ ବିପଦପୂର୍ଣ୍ଣ ନଦୀ ପାର ହେଲେ ୪୦ ମ୍ୟାଟ୍ରିକ୍ ପରିକ୍ଷାର୍ଥୀ

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ନିକଟରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଛି। ଏଥିସହିତ ଉକ୍ତ ଡଙ୍ଗାରେ ଛାତ୍ରଛାତ୍ରୀମାନେ ବିନା ଲାଇଫ୍ ଜ୍ୟାକେଟରେ ନଦୀ ପାର ହେଉଥିବା ଦେଖିବାକୁ…

ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ବାରମୂଲା ଜିଲ୍ଲାର ସୋପୋରେ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବାରମୂଲା ଜିଲ୍ଲାର ସୋପୋରେ ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ…

ହ୍ୱାଟ୍ସଆପରେ ଭାଇରାଲ୍ ହେଲା ମ୍ୟାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର

କଟକ: ଶୁକ୍ରବାର ଦିନ ସାରା ରାଜ୍ୟରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ, ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପରେ ଓଡ଼ିଆ ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ଭାଇରାଲ୍ ହେବାର ଅଭିଯୋଗ ହୋଇଛି । ଏହି ପ୍ରଶ୍ନପତ୍ର ଏବେ କୋରାପୁଟ ଜିଲ୍ଲା ଜୟପୁର, ନୂଆପଡ଼ା ଜିଲ୍ଲା, ଢେଙ୍କାନାଳ…

ଭୁବନେଶ୍ୱର ବିମାନ ବନ୍ଦରରୁ ଯାତ୍ରୀଙ୍କ ଠାରୁ ଜବତ ହେଲା ସୁନା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର ଦିନ କଷ୍ଟମ ବିଭାଗ ଜଣେ ଯାତ୍ରୀଙ୍କ ଠାରୁ ପୁଣି ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୨୮୩ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୧୦ ଲକ୍ଷ ହେବା ନେଇ ଜଣାପଡିଛି…

ସେଲଟର ହୋମ୍ ଯୌନଶୋଷଣ ମାମଲା: ‘ଗୁଡ୍ ନ୍ୟୁଜ ଇଣ୍ଡିଆ’ ଏମଡିଙ୍କ ଜାମିନ ଆବେଦନ ଖାରଜ

କଟକ : ଢେଙ୍କାନାଳ ସ୍ଥିତ ଏକ ସେଲଟର୍ ହୋମରେ ନାବାଳିକା ଯୌନଶୋଷଣ ମାମଲାରେ ସେଲଟର୍ ହୋମର ଏମଡି ତଥା ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନଙ୍କ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଥିସହିତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଉଦିତ୍ କୁମାର ଲିମାଙ୍କ ଜାମିନ୍ ଆବେଦନକୁ ମଧ୍ୟ ହାଇକୋର୍ଟ…

ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇ ସ୍କୁଲ ସାର୍ଟିଫିକେଟ୍ ଏକଜ୍ୟୁକେସନ (ଏଚଏସଇ) ପରୀକ୍ଷା ଶୁକ୍ରବାର ଦିନ ଠାରୁ ରାଜ୍ୟର ପ୍ରାୟ ୨,୯୫୩ କେନ୍ଦ୍ରରେ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ପରୀକ୍ଷାର୍ଥୀମାନେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ…

ହାଫିଜ୍ ସୟିଦ ଦ୍ୱାରା ସ୍ଥାପିତ ‘ଜାମାତ-ଉଦ-ଦାୱା’ ସଂଗଠନକୁ ବ୍ୟାନ୍ କଲା ପାକିସ୍ତାନ

ଇସଲାମାବାଦ: ଅନ୍ତର୍ଜାତୀୟସ୍ତରରେ ଚାପ ସୃଷ୍ଟି ହେବା ଯୋଗୁଁ ଗୁରୁବାର ଦିନ ପାକିସ୍ତାନ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ ଦ୍ୱାରା ଗଠିତ ଜାମାତ-ଉଦ-ଦାୱା ଏବଂ ଏହାର ଚ୍ୟାରିଟି ସଂସ୍ଥା ଫଲେହ-ଇ-ଇନସାନିୟତ ଫାଉଣ୍ଡେସନକୁ ନିଷିଦ୍ଧ ଘୋଷଣା କରିଛି । ପାକିସ୍ତାନ…

ପାକିସ୍ତାନକୁ ବଡ଼ ଝଟକା: ଭାରତରୁ ପ୍ରବାହିତ ପାଣି ବନ୍ଦ କରାଯିବ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁଲୱାମାଠାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ଘଟଣା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ଏକ ବିରାଟ ନିଷ୍ପତ୍ତି ନେବାକୁ ସ୍ଥିର କରିଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ…

ଭଦ୍ରକରେ ସିଲ୍ ହେଲା ୯ଟି ମଦ ଦୋକାନ

ଭଦ୍ରକ: ମହିଳା ମଦ ବିରୋଧୀ କର୍ମୀଙ୍କ ଲଗାତର ଚାପ ଯୋଗୁଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ଅଞ୍ଚଳରେ ୯ଟି ମଦ ଦୋକାନକୁ ସିଲ୍ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ମଦ ବିରୋଧୀ ଅଭିଯାନରେ ସାମିଲ ଥିବା ଅନେକ ମହିଳା ଦୀର୍ଘଦିନ ଧରି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର…