ଲୋକାର୍ପିତ ହେଲା ‘ନୀତିଶାସ୍ତ୍ର – ତତ୍ତ୍ୱ ଓ ପ୍ରୟୋଗ’ ପୁସ୍ତକ
ଭୁବନେଶ୍ୱର: ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ତରଫରୁ ବିଭାଗୀୟ ମୁଖ୍ୟ ଡଃ ହରିଶ୍ଚନ୍ଦ୍ର ସାହୁଙ୍କର ସଙ୍କଳିତ ‘ନୀତିଶାସ୍ତ୍ର : ତତ୍ତ୍ୱ ଓ ପ୍ରୟୋଗ’ ଶୀର୍ଷକ ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ପୁସ୍ତକରେ ନୀତିଶାସ୍ତ୍ରର ଅଂଶବିଶେଷ…