Latest Odisha News

BREAKING NEWS

ରାଜସ୍ଥାନରେ ବ୍ୟାପୁଛି ‘ଜିକା ଭାଇରସ’, ବିହାର ଓ ଦିଲ୍ଲୀରେ ଆଲର୍ଟ ଜାରି

ଜୟପୁର : ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ର ସଂକ୍ରମଣ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ରେ ପାଖାପାଖି ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହା ଧିରେଧିରେ ମାରାତ୍ମକ ରୂପ ଧାରଣ କରୁଛି । ଅନ୍ୟପକ୍ଷରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା…

ତୀବ୍ର ଗତିରେ ମାଡ଼ି ଆସୁଛି ବାତ୍ୟା ‘ତିତଲି’, ଓଡ଼ିଶା ଉପକୂଳରେ କ୍ଷୟକ୍ଷତି ହେବା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ତିତଲି’ । ଭାରତୀୟ ପାଣିପାଗ ବିଭାଗର ତାଜା ସତର୍କ ସୂଚନାନୁଯାୟୀ ଅବପାତ ଘନୀଭୁତ ହୋଇ କ୍ରମେ ବାତ୍ୟାର ରୂପ ନେଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା…

ଖଣ୍ଡାଚୋଟରେ ହୋମଗାର୍ଡ ଗୁରୁତର ଆହତ

ପୁରୀ : ପୁରୀ ଜିଲ୍ଲାରେ ମଙ୍ଗଳବାର ଦିନ ଜଣେ କାର୍ଯ୍ୟରତ ହୋମର୍ଗାଡଙ୍କୁ କେହି ଦୃବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ନଜରକୁ ଆସିଛି । ଆହତ ହୋମଗାର୍ଡ ଜଣଙ୍କ ଗୁଣମଣି ରାଉତ ବୋଲି ଜଣାପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଜି ହେଉଛି ଜନ୍ମଦିନ । ସେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦିନଦରିଦ୍ରଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ଦାସ ଥିଲେ ଏକାଧାରାରେ…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

ପୂର୍ବତନ ଫୁଲବାଣୀ ବିଧାୟକ ଆନ୍ଧ୍ରପ୍ରଦେଶରୁ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ସୋମବାର ଦିନ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଜେଡ଼ି ନେତା ତଥା ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ଗିରଫ କରିଛି । ଗତମାସରେ ଏହି ପୂର୍ବତନ ବିଧାୟକ ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବାର…

ଚମ୍ପୁଆ ଓ ଯୋଡ଼ା ବ୍ଲକରେ ରାଜ୍ୟ ‘ଖାଦ୍ୟ ସୁରକ୍ଷା ଯୋଜନା’ ର ଶୁଭାରମ୍ଭ କଲେ ମନ୍ତ୍ରୀ ଶଶିଭୁଷଣ ବେହେରା

ଯୋଡ଼ା: କେନ୍ଦୁଝର ଜିଲ୍ଲାର ୨ଟି ବ୍ଲକ ଚମ୍ପୁଆ ଏବଂ ଯୋଡ଼ା ଠାରେ ଆଜି ରାଜ୍ୟ ସରକାର ଙ୍କ ନିଜସ୍ଵ ଯୋଜନା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ର ଶୁଭାରମ୍ଭ ହୋଇଛି । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଖାଦ୍ୟ…

ଦେଶବ୍ୟାପୀ ପୋଲିଂ ଷ୍ଟେସନ ପାଇଁ ଇଭିଏମ୍ ଓ ଭିଭିପାଟ୍ ପ୍ରସ୍ତୁତି କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ଦେଶବ୍ୟାପୀ ସମସ୍ତ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଇଭିଏମ୍ ଏବଂ ଭିଭିପାଟ୍ ଠିକ୍ ସମୟରେ ପହଂଚି ପାରିବ ସେ ଦିଗରେ ଭାରତର ନିର୍ବାଚନ କମିଶନ ଉଦ୍ୟମ ଜାରି ରଖିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦.୬ ପୋଲିଂ ଷ୍ଟେସନରେ ଆବଶ୍ୟକତା…

‘ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା’ର ବିଜୟୀ ଓଡ଼ିଶା ଟିମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ‘ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା’ର ବିଜୟୀ ଓଡ଼ିଶା ଟିମକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରତିଯୋଗିତାରେ ଓଡ଼ିଶା ଟିମ୍ ମେଡ଼ାଲ ଲାଭ ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ ଧମେନ୍ଦ୍ର…

୧୦ ତାରିଖରେ ରାଫେଲ ଡ଼ିଲ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ବୁଝାମଣା ସମ୍ପର୍କିତ ନୂତନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ରାଫେଲ ବିମାନ କ୍ରୟକୁ ନେଇ ରାଜନୈତିକ ଝଡ ଲାଗିରହିଥିବାରୁ ଏନେଇ ସୁପ୍ରିମକୋର୍ଟର ବରିଷ୍ଠ…