Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ମାତା କଳ୍ପନା ଲାଜମି

ମୁମ୍ବାଇ : ପ୍ରସିଦ୍ଧ ଫିଲ୍ମ ନିର୍ମାତା କଳ୍ପନା ଲାଜମିଙ୍କ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । କଳ୍ପନାଙ୍କ ଭାଇ ଦେବ ଲାଜମି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ କିଡନୀ ରୋଗରେ ପିଡିତ ଥିଲେ ଏବଂ ଆଜି ଭୋର…

କୋରାପୁଟ: ହାତୀ ଆକ୍ରମଣରେ ୨ଜଣ ଗୁରୁତର ଆହତ

ଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣାଠାରେ ରବିବାର ସକାଳେ ଏକ ହାତୀପଲ ଗାଁ ଭିତରକୁ ପଶିଆସି ଆତଙ୍କ ସୃଷ୍ଟି କରିଛନ୍ତି । ଏହି ହାତୀଦଳର ଆକ୍ରମଣରେ ୨ଜଣ ସ୍ଥାନୀୟ ବାସିନ୍ଦା ଗୁରୁତର ଆହତ ହୋଇଛନ୍ତି । ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୨ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ନିକଟସ୍ଥ…

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ : ଆମିକସ୍ କ୍ୟୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂସ୍କାର ନିମନ୍ତେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ରବିବାର ଦିନ କହିଛନ୍ତି ।…

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ । ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ କରିଥାଏ ! -…

ଆଜି ଭାରତ-ପାକିସ୍ତାନ କଡ୍ଡା ମୁକାବିଲା, ରୋହିତ୍ ଦେଖାଇବେ କମାଲ୍

ଦୁବାଇ: ଏସିଆ କପରେ ଆଜି ପୁଣି ହେଉଛି ଭାରତ-ପାକିସ୍ତାନ ଟକ୍କର୍ । କପ୍ତାନ ରୋହିତ ଶର୍ମାଙ୍କ ମେନ-ଇନ-ବ୍ଲୁ ଦଳ ବେଶ୍ ଉତ୍ସାହିତ ରହିଛନ୍ତି । କାରଣ ଭାରତ ଲିଗ୍ ମ୍ୟାଚରେ ଚିର ଶତ୍ରୁ ପାକିସ୍ତାକୁ ଶୋଚନୀୟ ଭାବେ ପରାସ୍ତ କରି ଦୃଢ ଆତ୍ମବିଶ୍ୱାସ ହାସଲ କରିସାରିଛି । କ୍ରିକେଟର ସବୁ…

କୋରାପୁଟ: ୨ଟି ଜଙ୍ଗଲୀ ଭାଲୁ ଆକ୍ରମଣରେ ମହିଳା ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବାରଗାଁ ଗ୍ରାମରେ ୨ଟି ଜଙ୍ଗଲୀ ଭାଲୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଫଳରେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ମହିଳା ଜଣକ ବାରଗାଁ ଗ୍ରାମର ଡ଼ି ତେଜେଶ୍ୱରୀ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ,…

ବିପଦ ସଙ୍କେତ ଉପରେ ବଂଶଧାରା ଜଳସ୍ତର, ଗଜପତି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ

କାଶୀନଗର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ି ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି । ଅନ୍ୟପକ୍ଷରେ ଗଜପତି ଜିଲ୍ଲା କାଶୀନଗରଠାରେ ଥିବା ବଂଶଧାରା ନଦୀ ଉପରମୁଣ୍ଡରେ ଥିବା ଗୁଡ଼ାରୀ, ଗୁଣୁପୁର, କୁଟାଗଡ଼,…

ମୋଦିଙ୍କ ବକ୍ତବ୍ୟ କେବଳ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ: ନବୀନ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ଏବେ ରେକର୍ଡ ସ୍ତର ଅତିକ୍ରମ କରିଛି । କେନ୍ଦ୍ର ସରକାର ତୈଳର ବର୍ଦ୍ଧିତ ଦରକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ ଉତ୍ସବରେ ଯୋଗ ଦେଇସାରି…

ଝାରସୁଗୁଡ଼ାରେ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ଓ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ନାମରେ ନାମିତ କରି ଉଡ଼ାଣ…

ତାଳଚେର ପ୍ଲାଣ୍ଟର ୫୦ ପ୍ରତିଶତ ୟୁରିଆ ଓଡ଼ିଶାକୁ ଆବଣ୍ଟନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ

ତାଳଚେର: ତାଳଚେରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଭାରତର ପ୍ରଥମ କୋଇଲା ଗ୍ୟାସୀଫିକେସନ ଉପରେ ଆଧାରିତ ସାର କାରଖାନା ଓଡ଼ିଶାର ଏକ ବହୁ ଦିନର ଦାବି ଥିଲା ଏବଂ ଯେଉଁଦିନ ଏହି କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ସେହିଦିନ ଓଡ଼ିଶାର ଏକ ବଡ଼ ସ୍ୱପ୍ନ ପୂରଣ…