ଭୁବନେଶ୍ୱର: ରାସ୍ତାରେ ଚାଲିଲେ ଦନ୍ତାହାତୀ, ଲୋକେ ଆତଙ୍କିତ
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଉପରକୁ ୨ଟି ଦନ୍ତାହାତୀ ପଶି ଆସିଛନ୍ତି । ଭରତପୁର ବନ ସଂରକ୍ଷଣ ଅଞ୍ଚଳରେ ଏହି ଦୁଇ ଦନ୍ତାହାତୀ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଦୁଇଟି ବିଶାଳ ଦନ୍ତାହାତୀ ଜଙ୍ଗଲ ମଧ୍ୟରୁ ଚାଲିଆସି ରାସ୍ତାକଡ଼ରେ…