ପୁନେ ହିଟ୍ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ନାବାଳକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବ ନାହିଁ
ପୁନେ: ପୁନେ ହିଟ୍ ଆଣ୍ଡ ରନ୍ ମାମଲା । ଅଭିଯୁକ୍ତ ନାବାଳକର ଗାଡିକୁ ଜବତ କରିଛି ପୋଲିସ । ତେବେ ନାବାଳକ ଜଣକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବେନି । ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ମହାରାଷ୍ଟ୍ରର ଟ୍ରାନ୍ସପୋର୍ଟ କମିଶନର ବିବେକ ଭିମନଓ୍ୱର ।
ଖବର ମୁତାବକ, ଦୁର୍ଘଟଣା ପୂର୍ବରୁ ନାବାଳକ…