Latest Odisha News

BREAKING NEWS

କେବଳ ଦ୍ୱାଦଶ ଯାଏଁ ପଢ଼ିଛନ୍ତି କଙ୍ଗନା, କିନ୍ତୁ ପାଖରେ ରହିଛି ୯୧.୫ କୋଟିରୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ବଲିଉଡ କୁଇନ୍ କଙ୍ଗନା ରଣାୱତ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ଲଢୁଛନ୍ତି । ମଙ୍ଗଳବାର ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି । କଙ୍ଗନାଙ୍କ ନିର୍ବାଚନ ପ୍ରମାଣପତ୍ର…

EPFOଧାରୀଙ୍କ ପାଇଁ ଖୁସି ଖବର, ଏବେ ଆହୁରି ସହଜ ହେଲା ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥା

ନୂଆଦିଲ୍ଲୀ: EPFO ଉପଭୋକ୍ତଙ୍କ ପାଇଁ ଏବେ ସହଜ ହେବ ଟଙ୍କା କାଢିବା ପ୍ରକିୟା । ଏନେଇ ଉପଭୋକ୍ତାଙ୍କ ପାଇଁ ଘୋଷଣା ଜାରି କରିଛି କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ବା EPFO  । EPFO ରେ ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥାକୁ ଏବେ ଆହୁରି ବିସ୍ତାର କରିଛି ସଂସ୍ଥା । ଏହାର ୨୭.୭୪ କୋଟି…

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ, ୨ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡ଼ା: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ତହସିଲ ଅଫିସ ଅମିନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅଫିସ ଅମିନ ଉମାକାନ୍ତ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜିଲ୍ଲା ଭିଜିଲାନ୍ସ ଟିମ ଅମିନଙ୍କୁ ଉଠାଇ ଜିଲ୍ଲା କାର୍ଯ୍ୟାଳୟକୁ ନେଇଛି।…

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା,ଜଳିଗଲା ୬ ଜୀବନ

ହାଇଦ୍ରାବାଦ:ଆନ୍ଧ୍ରପ୍ରଦେଶରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଆଜି ସକାଳେ ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଥିରେ  ୩୨ ଜଣ ଆହତ ହୋଇଛନ୍ତି । ଆହତ ହୋଇଥିବା ୩୨…

ଜହ୍ନରେ ଗଡିବ ଟ୍ରେନ୍

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପ୍ରଥମ ରେଲୱେ ଷ୍ଟେସନ ନିର୍ମାଣ କରିବ ନାସା । ଜହ୍ନରେ ତିଆରି ହେବ ରେଳ ବ୍ୟବସ୍ଥା । ବିଭିନ୍ନ ପରୀକ୍ଷଣ ପାଇଁ ପରିବହନ ବ୍ୟବସ୍ଥାକୁ ସହଜ କରିବ ଏହି ରେଳ ବ୍ୟବସ୍ଥା । । ପେଲୋଡ୍ ପରିବହନ ପାଇଁ ନିର୍ମାଣ ହେଉଥିବା ଏହି ରେଳ ଷ୍ଟେସନ୍ ଚନ୍ଦ୍ରରୁ ମଙ୍ଗଳ ଓ RLSO2…

ସ୍କ୍ରାଚ୍ କାର୍ଡରେ ୧୫ ଲକ୍ଷ ଟଙ୍କାର ଲାଳସା ଦେଖାଇ ୧୮ ଲକ୍ଷ ଟଙ୍କାର ଚୁନା ଲଗାଇଲେ ସାଇବର ଲୁଟେରା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ସହ ସାଇବର ଠକେଇ ହୋଇଛି। ଅଭିଯୋଗ ହୋଇଛି ଯେ ଠକମାନେ ମହିଳାଙ୍କୁ ସ୍କ୍ରାଚ୍ କାର୍ଡ ଫାନ୍ଦରେ ପକାଇ ତାଙ୍କଠାରୁ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୀଡିତା ନ୍ୟାୟ ପାଇଁ ପୋଲିସକୁ…

ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ, ବିଜେଡି କର୍ମୀଙ୍କ ବିରୋଧରେ ଏତଲା

ଭୁବନେଶ୍ବର: ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା ଅଭିଯୋଗ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିଛି। କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଭିଯୋଗ…

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲ୍ଲାକା। ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଡମ୍ବୁରୁଧର ଉଲ୍ଲାକାଙ୍କ ବିୟୋଗରେ ଓଡ଼ିଶା…

ଦ୍ବିତୀୟ ପର୍ଯ୍ୟାୟରେ ତତଲା ପାଗ, ପୁଣି ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମତଦାନ କରାଯିବ। ସେତେବେଳେ ରାଜ୍ୟରେ ତତଲା ପାଗ ରହିବ। ଗ୍ରୀଷ୍ମ ପ୍ରବାହ ବଢିବ। ଏହି ସ୍ଥାନରେ ତାପମାତ୍ରା ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ୪୦ ଡିଗ୍ରୀ ଉପରେ ତାପମାତ୍ରା…

ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍ ‘ମାନବ ଚାଲାଣକାରୀ’ ବାରଜାନ୍ ମାଜିଦ୍

ନୂଆଦିଲ୍ଲୀ: ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ 'ମାନବ ଚାଲାଣକାରୀ' ବାର୍‌ଜାନ୍‌ ମାଜିଦ୍‌ । ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ କରୁଥିଲା ବାରଜାନ୍‌ ମାଜିଦ୍‌ । ଇରାକର କୁର୍ଦ୍ଦିସ୍ତାନରୁ ବାରଜାନ୍‌ ମାଜିଦକୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛି ଲଣ୍ଡନର ନେସନାଲ କ୍ରାଇମ୍‌ ଏଜେନ୍ସି ।…