କଲେଜ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ, ବିଜେଡିକୁ ସମର୍ଥନ କରୁଥିବା କହିଲା ବିଜେପି
ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି କଲେଜ ଅଧ୍ୟାପକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଅଧ୍ୟାପକ ବ୍ରଜମୋହନ ଧାକଡ଼ ବିଜେଡି ପାଇଁ କାମ କରୁଥିବା ଏକ ସଙ୍ଗୀନ ଅଭିଯୋଗ ଆସିଛି l କେବଳ ବିଜେଡି କୁ ସମର୍ଥନ ନୁହେଁ ବିଜେପି କର୍ମୀଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେବା ଭଳି ମଧ୍ୟ ଅଭିଯୋଗ ରହିଛି ।…