Latest Odisha News

BREAKING NEWS

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ୦.୬ ପ୍ରତିଶତକୁ ବୃଦ୍ଧି, ଏହି ରାଜ୍ୟର ପ୍ରଦର୍ଶନକୁ ନେଇ ଖୁସି ଅଛନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଦେଶରେ ଚାଲିଛି ନିର୍ବାଚନ ପର୍ବ। ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ସରିଛି। ପ୍ରଥମ ପର୍ଯ୍ୟାୟରେ ଭୋଟିଂ ୧୦୨ଟି ଆସନ ପାଇଁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ଆସନରେ ଭୋଟିଂ ଅନୁଷ୍ଠିତ ହୋଇଥିଲା। ଅର୍ଥାତ୍…

ଆସନ୍ତା ୬ରେ ଓଡିଶା ଆସିବେ ମୋଦୀ, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଦଳୀୟ ପ୍ରଚାର

ଭୁବନେଶ୍ଵର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । କେନ୍ଦ୍ରୀୟ ନେତା ମାନେ ଥରକୁ ଥର ଓଡିଶା ଗସ୍ତରେ ଆସି କରୁଛନ୍ତି ଦଳୀୟ ପ୍ରଚାର । ଗତ ଏପ୍ରିଲ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଥିବା ବେଳେ ଆସନ୍ତା ମେ’ ୬ ତାରିଖରେ…

ଅଷ୍ଟ୍ରେଲିଆରେ ବ୍ୟାନ ହେବ କି ଏଭରେଷ୍ଟ ମସଲା ?

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା ଏମଡିଏଚ ଏବଂ ଏଭରେଷ୍ଟ ମସଲା ଏବେ ନିଜର ସୁଗନ୍ଧ ହରାଇବସିଛି । ପ୍ରଥମେ ହଂକଂ ଓ ସିଙ୍ଗାପୁର ରେ ବିବାଦରେ ଆସିଲା ପରେ ଏବେ ଅଷ୍ଟ୍ରେଲିଆ ଯାଞ୍ଚ ଆରମ୍ଭ କରିଛି  । ଏମଡିଏଚ ଏବଂ ଏଭରେଷ୍ଟ ମସଲାରେ କ୍ୟାନସର ଭଳି ଘାତକ ରୋଗର କାରକ ରହିଛି ବୋଲି…

ଦିନ ସାଢେ ୧୧ଟାରେ ଜଳିଲା ଝାରସୁଗୁଡା, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ଵର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୧.୩ ଡିଗ୍ରୀ ତାପମାତ୍ରାରେ ଜଳିଛି ଝାରସୁଗୁଡା । ସେହିପରି ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ…

ଆଜିଠାରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ୩ ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଅର୍ଥାତ ମେ’ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିବ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା…

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାମାଭିଷେକ ନୀତି, ସେପଟେ ସରିବ ପ୍ରସିଦ୍ଧ ସାହିଯାତ

ପୁରୀ: ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏଥିସହ ସମ୍ପନ୍ନ ହେବ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ । ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ…

ଭାରତୀୟ ସେନାରେ ଅଧିକାରୀ ହେବାର ସୁଯୋଗ, କେବଳ ଇଣ୍ଟର୍ଭ୍ୟୁରେ ପାସ୍ କଲେ ମିଳିବ ଚାକିରି

ନୂଆଦିଲ୍ଲୀ: ଭାରତୀୟ ସେନାରେ କାର୍ଯ୍ୟ କରିବା, ସେନାରେ ଜଣେ ଅଧିକାରୀ ହେବା, ୟୁନିଫର୍ମ ପିନ୍ଧିବା ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ସ୍ୱପ୍ନ। ଉତ୍ସାହରେ ପରିପୂର୍ଣ୍ଣ ପ୍ରତ୍ୟେକ ଯୁବକ ଭାରତୀୟ ସେନାରେ କାମ କରିବାକୁ ଚାହାଁନ୍ତି। ତେଣୁ ଯଦି ଆପଣଙ୍କର ମଧ୍ୟ ସମାନ ସ୍ୱପ୍ନ ଅଛି ତେବେ ଏହି ଖବର କେବଳ…

ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ, ବହୁ ବିଦ୍ୟାଳୟକୁ ବୋମାରେ ଉଡେଇଦେବାକୁ ଧମକ

ନୂଆଦିଲ୍ଲୀ: ବିପଦରେ କୋମଳମତୀ ଛାତ୍ରଛାତ୍ରୀଙ୍କ ଜୀବନ । ବିଦ୍ୟାଳୟକୁ ଘାରିଛି ବୋମା ଭୟ । ରାଜଧାନୀ ଦିଲ୍ଲୀର ଅନେକ ବିଦ୍ୟାଳୟକୁ ବମ୍ ପକାଇ ଉଡାଇଦେବାକୁ ଧମକ ମିଳିଛି । ଏହି ସମସ୍ତ ବିଦ୍ୟାଳୟର ଇମେଲକୁ ଏଭଳି ଧମକପୂର୍ଣ୍ଣ ବର୍ତ୍ତା ମିଳିଛି । ଖବର ପାଇ ଦିଲ୍ଲୀ ପୋଲିସ ଧମକ ମିଳିଥିବା ସେ…

୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ: ସିବିଆଇ ଚାର୍ଜସିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ମଣିପୁରରେ କୁକି-ଜୋମି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ୍ କରିବା ମାମଲାରେ ସିବିଆଇର ବଡ଼ ଖୁଲାସା। ଏହି ଖୁଲାସାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତବର୍ଷ ବିଜେପି ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିଲା। ସେହି ସମୟରେ ପୋଲିସର ଶରଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ରତ୍ନସିଂହାସନଙ୍କ ଇତିହାସ ଓ ମହିମା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଏପରି ଯେ ସେ ନିଜର ପ୍ରତ୍ୟେକ ପଦାର୍ଥ, ସ୍ଥାନ, ଆସ୍ଥାନ ଓ ବାହନ ଇତ୍ୟାଦିଙ୍କୁ ମଧ୍ୟ ମହିମା ଯୁକ୍ତ କରିଛନ୍ତି । ସେହି କ୍ରମରେ ଆଜି ଜାଣିବା, ପ୍ରଭୂ ବିଜେ…