ଭାରତରେ ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ
ନୂଆଦିଲ୍ଲୀ:ଭାରତରେ ଏଥର ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ । ଲୋକସଭା ୨୦୨୪ ନିର୍ବାଚନରେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି ବୋଲି ସେଂଟର ଫର ମିଡିଆ ଷ୍ଟଡିଜ ପକ୍ଷର ୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି…