Latest Odisha News

BREAKING NEWS

ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଲା ବଡ଼ ଝଟକା, ୨୦୧୬ ମସିହାରେ ଶିକ୍ଷକ ଚାକିରି ପାଇଥିବା ଶିକ୍ଷକଙ୍କ ଚାକିରିକୁ ରଦ୍ଧ…

କୋଲକାତା:କଲିକତା ହାଇକୋର୍ଟ ଆଣିଲା ବଡ ନିଷ୍ପତ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି । ୨୩ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ । ହାଇକୋର୍ଟର ଏହି ନିଷ୍ପତ୍ତି ପରେ  ପଶ୍ଚିମବଙ୍ଗର…

‘ଇଲ୍ୟୁମିନିଟି’ କଣ ? ଯାହା ସାରା ବିଶ୍ୱକୁ ନିୟନ୍ତ୍ରଣ କରିଛି !

ନୂଆଦିଲ୍ଲୀ: 'ଇଲ୍ୟୁମିନିଟି' ଶବ୍ଦଟି ନିଜ ଭିତରେ ଅନେକ କାହାଣୀ ଧାରଣ କରେ। ଏହାର କାରଣ ହେଉଛି ଯେତେବେଳେ କିଛି ନିର୍ମାତା ସୋସିଆଲ ମିଡିଆରେ ଏହା ବିଷୟରେ ଆଲୋଚନା କରିଥିଲେ, ଲୋକମାନେ ଗୁଗୁଲକୁ ଯାଇ ଏହା ବିଷୟରେ ଜାଣିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଏହାର ବିଷୟରେ ସଠିକ୍ ତଥ୍ୟ…

ମୟୂରଭଞ୍ଜ ଡିଏମଏଫ ପାଣ୍ଠିରୁ ୯ କୋଟିରୁ ଅଧିକ ଟଙ୍କା ହଡ଼ପ; ଥାନାରେ ଅଭିଯୋଗ କଲା ବ୍ୟାଙ୍କ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ଦ୍ୱାରା ପରିଚାଳିତ ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମଏଫ) ପାଣ୍ଠିରୁ ମୋଟ ୯ କୋଟିରୁ ଅଧିକ ଟଙ୍କାର ଅନଧିକୃତ କାରବାର ହୋଇଥିବା ଅଭିଯୋଗ ହୋଇଛି। ପର୍ଯ୍ୟାୟକ୍ରମେ ବିଭିନ୍ନ କମ୍ପାନିର ଆକାଉଣ୍ଟକୁ ଏହି ପାଣ୍ଠି ଟ୍ରାନ୍ସଫର…

ପାଞ୍ଚ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ ଏହି ନେତାମାନଙ୍କୁ

ଭୁବନେଶ୍ୱର: ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଘୋଷଣା ହୋଇଥିବା ଛଅ ବିଧାନସଭା ଆସନରୁ  ବରୀ ବିଧାୟକ ସୁନନ୍ଦା ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ବାଲିକୁଦା ଏରସମାରୁ ରଘୁ ନନ୍ଦନ ଦାସ ଏବଂ ରାଘନାଥପାଲିରୁ ସୁବ୍ରତ ତରାଇଙ୍କ ଟିକେଟ୍ କଟିଛି।…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ। ବିଦ୍ୟାଳୟର…

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା । ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୩୫ ପାର୍ଥୀ ତାଲିକା ଘୋଷଣା ସରିଥିବା ବେଳେ ଆଉ ୧୨ ଟି ବିଧାନସଭା ପାର୍ଥୀ ଘୋଷଣା ବାକି ଥିଲା । ସେଥିରୁ ଆଜି…

ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା, ଜାଣନ୍ତୁ କିପରି କରିବେ ଅପଡେଟ୍‌

ଭୁବନେଶ୍ୱର: ବୃଦ୍ଧି ପାଇଲା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା । ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ କରିପାରିବେ । ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହାର ସମୟ ସୀମାକୁ…

୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ: ପବିତ୍ର ସାହୁ ଜିତିଲେ ରୌପ୍ୟ

ଭୁବନେଶ୍ୱର: ଥାଇଲାଣ୍ଡର ନାଖନ ରାଚସିମାରେ ଅନୁଷ୍ଠିତ ୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡିଶାର ପବିତ୍ର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି । ଅସୀଚାଳନାରେ ତାଙ୍କର ଏହି ସଫଳତା ରାଜ୍ୟ ଏବଂ ଦେଶକୁ ଗୌରବାନ୍ୱିତ କରିଛି । ଜର୍ମାନୀର କ୍ଲେମେନ୍ସ କର୍ସିଫେନ…

ସୁପ୍ରିମକୋର୍ଟଙ୍କ ବଡ ରାୟ: ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା କରିପାରିବେ ଗର୍ଭପାତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ ରାୟ । ଦୁଷ୍କର୍ମର ଶିକାର ହୋଇଥିବା ୧୪ ବର୍ଷିୟ ନାବାଳିକାଙ୍କୁ ୩୦ ସପ୍ତାହର ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ…