Latest Odisha News

BREAKING NEWS

ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ: ଚାପି ହୋଇ ଜଣେ ଶ୍ରମିକ ମୃତ, ୪ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ। ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ସକାଳେ ୫ଜଣ ଶ୍ରମିକ…

୨୦୨୩ ୟୁପିଏସସି ରେଜଲ୍ଟ ପ୍ରକାଶ, ଦ୍ଵିତୀୟ ସ୍ଥାନରେ ଓଡିଶା ଛାତ୍ର ଅନିମେଶ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ ୨୦୨୩ । ଆପଣ ୟୁପିଏସସି ୱେବସାଇଟ୍ upsc.gov.in କୁ ଯାଇ ରେଜଲ୍ଟ ପାଇପାରିବେ । ରିପୋର୍ଟ ଅନୁସାରେ, ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନରେ ଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଡି. ଅନନ୍ୟା ରେଡ୍ଡି ତୃତୀୟ…

ଶିକ୍ଷା ମନ୍ତ୍ରାଳୟର ନୂଆ ଯୋଜନା, ବୋର୍ଡ ପରୀକ୍ଷାରେ ଫେଲ୍ ହେଲେ ଅଧାରେ ଅଟକିବନି ପଠପଢା

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଯଦି ସେମାନେ ପରୀକ୍ଷାରେ ଫେଲ୍ ହୁଅନ୍ତି ତେବେ ସେମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ଆଡମିଶନ ଦିଆଯିବ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟ ଶିକ୍ଷାର୍ଥୀଙ୍କ ପରି…

୧ ସପ୍ତାହ ମଧ୍ୟରେ ଭୁଲକୁ ସୁଧାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଭ୍ରାମାତ୍ମକ ବିଜ୍ଞାପନ ମାମଲାରେ ରାମଦେବ ବାବାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆଜି ଏହି ମାମଲାର ଶୁଣାଣି ଚାଲିଥିବା ସମୟରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ ପୁଣି ଥରେ କ୍ଷମା ମାଗିଛନ୍ତି । କିନ୍ତୁ ଆପଣ ଆମକୁ କ୍ଷମା ନ…

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସକେଓ୍ବାଇ ବନ୍ଦ ପାଇଁ ଯୋଜନା କରୁଛନ୍ତି: ବିଜେଡି

ଭୁବନେଶ୍ବର: ବିଏସକେଓ୍ବାଇ କୁ ନେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ତେରଛା ବାଣ । ବିଏସକେଓ୍ବାଇ ବନ୍ଦ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କହିଲା ବିଜେଡି । ଓଡିଶା ବାହାରେ ବି ବିଏସକେଓ୍ବାଇ ଲାଭ ପାଇଛନ୍ତି ଜନତା । ବିଏସକେଓ୍ବାଇ ନଥିଲେ ୩୮୫ କୋଟିରୁ ଅଧିକ…

୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି ବଡ ଝଟକା

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି  ବଡ ଝଟକା । ଗ୍ଲେନ ମ୍ୟାକ୍ସୱେଲ ଆରସିବିର ହାତ ଛାଡିଛନ୍ତି । ଆଇପିଏଲ୍ ୨୦୨୪ ସିଜିନରେ ଆରସିବି ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଚଳିତ ଆଇପିଏଲ୍ ରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମ୍ୟାକ୍ସୱେଲଙ୍କ…

ସୂତା ଖିଅରେ ଝୁଲୁଛି ଆରସିବିର ପ୍ଲେ ଅଫ ପ୍ରବେଶ ଆଶା

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଖରାପ ପ୍ରଦର୍ଶନ ସହ ଭାଗ୍ୟ ମଧ୍ୟ ସେମାନଙ୍କୁ ସହାୟ ହେଉନି । ସୋମବାର ହାଇଦ୍ରାବାଦ ନିକଟରୁ ପରାଜିତ ହେବା ପରେ ଆରସିବିର ପ୍ଲେ ଅଫ ପ୍ରବେଶ ଆଶା ସୂତା ଖିଅରେ ଝୁଲୁଛି । ଆରସିବି ଆଉ ୭ଟି…

ନିର୍ବାଚନ ୨୦୨୪: ବିଧାନସଭା ପାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ଵର: ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୨୧ଟି ବିଧାନସଭା ପାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୧୩୩ ବିଧାନସଭା ଆସନରୁ ବିଜେପି ପାର୍ଥୀ ଘୋଷଣା କରିଥିବା ବେଳେ…

ଆସନ୍ତାକାଲିଠୁ ସାହି ଯାତରେ କମ୍ପିବ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ପବିତ୍ର ରାମନବମୀ । ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ସାହିଯାତର ହେବ ଶୁଭାରମ୍ଭ । ରମନବମୀ ଠାରୁ ଶ୍ରୀକ୍ଷେତ୍ରର ପାରମ୍ପାରିକ ସମର କଳା ନୃତ୍ୟ ସାହି ଯାତ ଆରମ୍ଭ ହୋଇଥାଏ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ଭଗବାନ ରାମଚନ୍ଦ୍ରଙ୍କ ଜୀବନର କଥାବସ୍ତୁକୁ ନେଇ ଏହି…

ଆଉ ମାଗଣା ଚଲାଇପାରିବେ ନାହିଁ ଏକ୍ସ, ଏଲୋନ୍ ମସ୍କ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ମାଗଣାରେ ଏକ୍ସ ଆକାଉଣ୍ଟ ଚଲାଉଥିବା ବ୍ୟବହାରକାରୀଙ୍କ ପାଇଁ ମସ୍କ କଲେ ବଡ ଘୋଷଣା । ଆଉ ମାଗଣା ଚଲାଇପାରିବେ ନାହିଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ଏଣିକି ଆକାଉଣ୍ଟ ଖୋଲିବାକୁ ଦେବାକୁ ପଡିବ ଟଙ୍କା ।ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ…