ଚିଲିକା ମଝିରେ ନିଆଁ; ପୋଡ଼ିଗଲା ଏକର ଏକର ନଳ ବଣ, ବିପଦରେ ବନ୍ୟ ଜନ୍ତୁଙ୍କ ଜୀବନ
ଟାଙ୍ଗୀ: ଚିଲିକା ମଝିରେ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ିଗଲା ଏକର ଏକର ନଳ ବଣ । ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟ ଜନ୍ତୁଙ୍କ ଜୀବନ । ଖବରପାଇ ବାଲୁଗାଁ ବନ୍ୟାପ୍ରାଣୀ ଡିଏଫଓ ଓ ବନ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରୁଛନ୍ତି ।
ତେବେ ଚିଲିକାରେ ଅନେକ ପ୍ରଜାତିର ପକ୍ଷୀ…