ବର୍ଷା ଯୋଗୁଁ କମିଛି ଖରାର ପ୍ରକୋପ, ୧୩ ଠାରୁ ପୁଣି ବଢ଼ିବ ତାତି
ଭୁବନେଶ୍ୱର: ରାଜ୍ୟରେ ଲଗାତାର ୩ ଦିନ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଖରାର ପ୍ରକୋପ କମିଛି। ଏମିତି ପାଗ ଆଉ ତିନି ଚାରି ଦିନ ରହିପାରେ। ଆଜି ବଲାଙ୍ଗିର, ନୂଆପଡ଼ା ଓ ବିରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ରାଜ୍ୟର ଆଉ କିଛି ସ୍ଥାନରେ ଦିନ ସାଢ଼େ ୧୧ଟା ସୁଦ୍ଧା…