Latest Odisha News

BREAKING NEWS

କବିତା : ଜର

ତେଜସ୍ଵିନୀ ପଣ୍ଡା ପ୍ରତି ରାତିରେ ଜର ହୁଏ ରାତି ପାହିଲେ ଜର ଛାଡ଼ିଯାଏ, ପ୍ରେମିକର ସ୍ପର୍ଶରେ ଜରର ତାପମାତ୍ରା କମେ ସିନା ଦେହରେ ଘନୀଭୂତ ଶିହରଣର ଉତ୍ତାପ କ୍ଷୀପ୍ରରୁ କ୍ଷୀପ୍ରତର ହୁଏ। ଜର କାହାଠୁ ଜନ୍ମ ନିଏ? ବିରହରୁ ନା ଘାତକର ଜ୍ଵାଳାରୁ, ଗର୍ଭରେ ଜର ନଷ୍ଟ ହେଲାପରେ…

ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଏକଜିଟ୍ ପୋଲ ପ୍ରସାରଣ ଉପରେ କଟକଣା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ଏପ୍ରିଲ ୧୯ ତାରିଖରୁ ଲାଗିବ କଟକଣା । ଏକଜିଟ୍ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଇସିଆଇ । ଏନେଇ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ନିର୍ବାଚନ…

ଗୁରୁକୁଳ ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଗୁରୁକୁଳ ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଳା ସଂସ୍କୃତି ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଗୁରୁକୁଳର ଅବଦାନ…

ଭାଷା ଭାଗବତ : ଖ୍ୟାତି-ଅନୁରାଗୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଧୀରେ ବ୍ୟାପେ କୃତି ଯାହାର ତାହା ଯୋଗୁଁ ହିଁ ଉପକାର ହୁଅଇ ଜନ ସମାଜରେ ଲୋକେ ମାନଂତି ଆଦରରେ ତତ୍କାଳ ମିଳିଲେ ସମ୍ମାନ ତହିଁର ଦୀପ୍ତି କ୍ରମେ ମ୍ଳାନ ହେବା ଯେହେତୁ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ କରିଲେ ଗୁରୁତ୍ୱ ଆରୋପ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପୀ ଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କଠାରେ ଅନୁରାଗ ପ୍ରକାଶ କରିବା ହିଁ ଭକ୍ତି, ଏକଥା କହିବା ମାତ୍ରେ ସମସ୍ତେ କହିବେ। ଏହାତ ସ୍ୱାଭାବିକ କଥା । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ କାହାର ଅନୁରାଗ ନାହିଁ…

ଚଳିତବର୍ଷ ରାଜ୍ୟରେ ପ୍ରଥମଥର ୪୦ ଡିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର: ଅସହ୍ୟ ତାତିରେ ଛଟପଟ ରାଜ୍ୟବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା । ଗତକାଲି ୫ଟି ସହର ଟିଟଲାଗଡ, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ତାତି ସାଙ୍ଗକୁ…

ଆସ୍କା ଲୋକସଭା: ଦୁଇ ସାଙ୍ଗଙ୍କ ଦୁଇ ଝିଅ ଆମ୍ନାସାମ୍ନା

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମୈଦାନ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏକ ନିଆରା ନିର୍ବାଚନୀ ଲଢ଼େଇ। ଜନତା ଦଳ, ବିଜେଡି ଓ ବିଜେପିର ଅଭିଜ୍ଞ ନେତା ସ୍ୱର୍ଗତ ରାମକୃଷ୍ଣ…

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ କରି ଜଷ୍ଟିସ ଗୌରୀଶଙ୍କର…

ନିର୍ବାଚନ ବେଳେ କଂଗ୍ରେସ ପରେ ସିପିଆଇଏମକୁ ଆୟକର ନୋଟିସ୍, ରାହୁଲ ଦେଲେ ଚେତାବନୀ

ନୂଆଦିଲ୍ଲୀ: ନିର୍ବାଚନ ଋତୁ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)କୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ୍ ଯାଇଛି। ଆୟକର ବିଭାଗର ନୋଟିସରେ ବାମପନ୍ଥୀ ଦଳକୁ ୧୧ କୋଟି ଟଙ୍କା ବକେୟା ଦେବାକୁ କୁହାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଟିକସ ଫାଇଲିଂ ପାଇଁ ପୁରୁଣା ସ୍ଥାୟୀ ଆକାଉଣ୍ଟ ନମ୍ବର…

ପ୍ରଚାର ବେଳେ ନେତା ଆଇନ୍ ନମାନିଲେ ସି-ଭିଜିଲ ଆପରେ ଲୋକେ କରୁଛନ୍ତି ଅଭିଯୋଗ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ନିର୍ବାଚନ ଆୟୋଗ କହିଛନ୍ତି ଯେ ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ସି-ଭିଜିଲ ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ନିର୍ବାଚନ ଆୟୋଗ ଏକ ସରକାରୀ ବିଜ୍ଞପ୍ତିରେ କହିଛି ଯେ ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୯୯% ରୁ…