Latest Odisha News

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ସୁପ୍ରିୟା, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ଗତକାଲି ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଆଜି ମହିଳା ଆୟୋଗ ତାଙ୍କ ବିରୋଧରେ…

ଅକାଳୀ ଦଳ ସହ ହେବନି ମେଣ୍ଟ, ପଞ୍ଜାବରେ ଏକାକୀ ଲଢିବ ବିଜେପି

ଚଣ୍ଡିଗଡ: ପଞ୍ଜାବରେ ବିଜେପି ଏବଂ ଅକାଳୀ ଦଳ (ଏସଏଡି) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବର୍ତ୍ତମାନ ରାଜ୍ୟରେ ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ । ପଞ୍ଜାବରେ ଲୋକସଭା ନିର୍ବାଚନରେ ଏକାକୀ ଲଢିବ ବିଜେପି । ଏନେଇ ଆଜି ବିଜେପି ପକ୍ଷରୁ…

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମା’ ସମଲେଇଙ୍କୁ କଲେ ଦର୍ଶନ

ସମ୍ବଲପୁର: ଓଡ଼ିଶା ଲୋକସଭା ନିର୍ବାଚନ ପାଇଁ ବିଜେପି ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ନେଇ ବିଜେପି ପକ୍ଷରୁ ତାଲିକା ମଧ୍ୟ ପ୍ରକାଶ ପାଇଛି । ଏହାପରେ ସମ୍ବଲପୁର ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ସୁନ୍ଦରଗଡ଼ରେ ସିରିଜ୍ ଦୁର୍ଘଟଣା; ୪ ଆହତ, ନିଶାସକ୍ତ ଅବସ୍ଥାରେ ଗାଡିଚଳାଉଥିଲେ ଡ୍ରାଇଭର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସିରିଜ୍ ଦୁର୍ଘଟଣା । ଗୋଟିଏ କିଲୋମିଟର ଯାଏଁ ଦୁର୍ଘଟଣା ଘଟାଇ ଚାଲିଲା ସ୍କର୍ପିଓ । ପ୍ରଥମେ ସ୍କର୍ପିଓଟି ଗୋଟିଏ କାରକୁ ଧକ୍କା ଦେଇଥିବା ବେଳେ କାରଟି ରାସ୍ତା କଡକୁ ଓଲଟି ପଡିଥିଲା । ପରେ ୩ଟି ବାଇକ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଶେଷରେ ଟ୍ରକ୍…

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା

କାକଟପୁର: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର । ଆଜିଠୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏକ ମାସ ଧରି ଚାଲିବ ଏହି ଯାତ୍ରା । ଆଜି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି…

ଆଜି ରଙ୍ଗର ପର୍ବ ହୋଲି, ଗାଁ ଠୁ ସହର ଉତ୍ସବ ମୁଖର

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି…

କବିତା : ରଙ୍ଗଖେଳ

ଗଦାଧର ସାହୁ ଆସ ଗୋ ।। ସାଙ୍ଗ ଆସ ଗୋ ଆସ ରଙ୍ଗ ଖେଳିବା ।। ନାନା ରଙ୍ଗ ଆସ ମିଶି କିଣିବା ରଙ୍ଗର ପସରା ଧରି ଖେଳିବା ଯେତେଯେତେ ରଙ୍ଗ ଦାଣ୍ଡୁ କିଣିବା ପିଣ୍ଡେ ସେହି ରଙ୍ଗ ଆସ ଦେଖିବା |୧| ରାଗି ଗଲେ ମୁହଁ ନାଲି ପଡଇ ଏହା ନାଲି ରଙ୍ଗ ଚିହ୍ନିଥା ତୁହି, ଯଦି ଦରକାର ମନେ…

ଭାଷା ଭାଗବତ : ନିର୍ଜନ କୋଠାଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନଗରେ ଏବେ ଯେତେ ଘର ନାହାଂତି ସେତେ ନାରୀ, ନର ଅନେକ ବିଶାଳ ନିବାସ ଭିତରେ ଜଣେ କରେ ବାସ ଏଠି କୃତୀ ସଂତାନଗଣ କରଂତି ସୁଦୂରେ ପ୍ରସ୍ଥାନ ମାଆ ବାପାଂକୁ ଏକା ଛାଡ଼ି କେବେ କି ଆସିବେ ବାହୁଡ଼ି ? ଅବ୍ୟବହୃତ ଯେତେ ଘର ଆଖିକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମଙ୍କ ଲୀଳା କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ଏବଂ ପରମ ପାବନ କ୍ଷେତ୍ର। ଏହା ପରଂବ୍ରହ୍ମଙ୍କ ଲୀଳା କ୍ଷେତ୍ର। ଏହି କ୍ଷେତ୍ରର ଅନନ୍ୟ ମାହାତ୍ମ୍ୟ ଏହିକିଯେ ଏଠାରେ ମୃତ୍ୟୁ…

ତେଲେଙ୍ଗାନା ଫୋନ୍ ଟ୍ୟାପିଂ ବିବାଦ: ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ନମ୍ବର ୧ ଅଭିଯୁକ୍ତ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଫୋନ ଟ୍ୟାପିଂ ବିବାଦ ଦେଖାଦେଇଛି । ରାଜ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋ ତଥା ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କ ନାଁରେ ଫୋନ୍ ଟାପିଂ ନେଇ ସଙ୍ଗୀନ ଅଭିଯୋଗ ରହିଛି । ବିଆରଏସ୍ ସରକାର ସମୟରେ ରାଓଙ୍କ ନିର୍ଦ୍ଦେଶରେ…