ଲାଞ୍ଚ ନେଇ ଧରାପଡ଼ିଥିଲେ ସରକାରୀ ବାବୁ, ଜେଲଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ
କଟକ: ଲାଞ୍ଚ ନେବା ମାମଲାରେ ସରକାରୀ ବାବୁଙ୍କୁ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ କୁଜଙ୍ଗ ତହସିଲର ଆରଆଇ ସୁବାସ ଚନ୍ଦ୍ର ଦାସ । ଘରବାରି ପଟ୍ଟା କରାଇଦେବା ନାମରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…