Latest Odisha News

BREAKING NEWS

ହରିଆଣାରେ ଭୟଙ୍କର ବିସ୍ଫୋରଣ, ୪୦ ଗୁରୁତର

ନୂଆଦିଲ୍ଲୀ: ହରିୟାଣାର ରେୱାରୀରେ ଏକ ବଡ ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ରେୱାଡ଼ିର ଧାରୁୱେଡ଼ା ଶିଳ୍ପାଞ୍ଚଳରେ ବଏଲର ବିସ୍ଫୋରଣ ହେତୁ ଅନେକ ଲୋକ ଜଳି ଯାଇଥିବା ନେଇ ସୂଚନା ରହିଛି। ବର୍ତ୍ତମାନ ଆହତମାନେ ଚିକିତ୍ସିତ ହେଉଛନ୍ତି। ଲାଇଫ ଲଙ୍ଗ ନାମକ ଏକ କମ୍ପାନୀର ବଏଲର ବିସ୍ଫୋରଣ ହେତୁ ଏହି…

ପୋଖରୀରେ ବୁଡି ୨ ଶିଶୁକନ୍ୟା ମୃତ

ଯାଜପୁର: ଯାଜପୁର ରୋଡ଼ ଥାନା ବାଳୁଙ୍ଗାବନ୍ଦୀ ଗାଁରେ ପୋଖରୀରେ ବୁଡି ୨ ଶିଶୁକନ୍ୟା ମୃତ। ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ସୂଚନା ମୁତାବକ ୨ ଶିଶୁକନ୍ୟା ଖେଳିବାକୁ ଯାଇ ଦୀର୍ଘ ସମୟ ଧରି ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ…

ଯେବେ ଏକ ସଙ୍ଗେ ନିର୍ବାଚିତ ହୋଇଥିଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ପଢନ୍ତୁ ପୂରା…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଗୋଟିଏ ନେସନ ୱାନ ଇଲେକ୍ସନ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ୨୦୨୯ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇପାରେ। କିନ୍ତୁ ଆପଣ ଜାଣନ୍ତି କି ଏହି ବ୍ୟବସ୍ଥା ପୂର୍ବରୁ ମଧ୍ୟ ଦେଶରେ ଲାଗୁ ହୋଇଥିଲା। ଦେଶରେ…

ନିର୍ବାଚନ ତାରିଖ ଘୋଷଣା ବେଳେ ଏହି ଭୁଲ କରିଥିଲେ ଆୟୋଗ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ୨୦୨୪ ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ଆୟୋଗର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ନିଜର ମତ ଉପସ୍ଥାପନ କରୁଥିଲେ, ଯାହା ଦ୍ୱାରା…

ଜାତି ଧର୍ମ ନାଁରେ ନିର୍ବାଚନ ନ ଲଢନ୍ତୁ ରାଜନୈତିକ ଦଳ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଶନିବାର ଅର୍ଥାତ ଆଜି ୨୦୨୪ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛି। ଏପ୍ରିଲ ୧୯ ରୁ ଜୁନ୍ ୧ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଜୁନ୍ ୪ରେ ଭୋଟ୍ ଗଣନା କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବିଜ୍ଞାନ ଭବନରେ…

ଚଳିତ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ତାଲିମ ଓ ବ୍ୟାପକ ପ୍ରସ୍ତୁତି

ରାୟଗଡ଼ା: ଚଳିତ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଏବଂ ପୋଲିଙ୍ଗ ଅଧିକାରୀଙ୍କୁ ନେଇ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ…

ଦାଗୀ ନେତାଙ୍କ ଚିନ୍ତା ବଢାଇଲେ ନିର୍ବାଚନ ଆୟୋଗ, ତିନିଥର ବିଜ୍ଞାପନ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏଥର ନିର୍ବାଚନରେ ​​ଯେଉଁ ପ୍ରାର୍ଥୀଙ୍କ…

ବଢ଼ିଲା ସମିତି ସଭ୍ୟଙ୍କ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ  ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା  ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ । ଗତକାଲି ଦରମା ବୃଦ୍ଧି ଦାବିରେ ପଞ୍ଚାୟତ ସମିତି ସଭ୍ୟ  ରାଜଧାନୀ ଭୁବନେଶ୍ୱରରେ…

ଓଡ଼ିଶାରେ ଲୋକସଭା ଭୋଟ୍ କେଉଁଠି ଓ କେଉଁଦିନ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ୫୪୩  ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତେବେ ଓଡ଼ିଶାରେ ୨୧ଟି ଲୋକସଭା  ଆସନ ପାଇଁ  କେଉଁଠି ଓ କେଉଁଦିନ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଆସନ୍ତୁ ଜାଣିବା । ମେ’ ୧୩ ତାରିଖରେ କଳାହାଣ୍ଡି,…

ତାରିଖ ଘୋଷଣା ପରେ ମୋଦୀଙ୍କ ପ୍ରତିକ୍ରିୟା, କହିଲେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆସିଛି । ନିର୍ବାଚନ କମିଶନର ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଆସନ୍ତା…