Latest Odisha News

BREAKING NEWS

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ । ଆଜି ହାଇକୋର୍ଟ ଓସେପାର ମେରିଟ୍‌ ଲିଷ୍ଟ ଖାରଜ କରିଦେଇଛନ୍ତି । ଏହାସହ ଜିଲ୍ଲାୱାରୀ ମେରିଟ୍‌ ଲିଷ୍ଟକୁ ମଧ୍ୟ ଖାରଜ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି, ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ୧୦ ଦିନ ବାର୍ଷିକ ସାମୟିକ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ଖୁସିଖବର । ମହିଳା କର୍ମଚାରୀଙ୍କ ପାଇଁ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ…

ଲୋକସଭା ନିର୍ବାଚନ ଲଢ଼ିବେନି କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ନଲଢ଼ିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଯଦି ଏହି ଖବର ସତ ହୁଏ ତେବେ ପ୍ରଥମ ଥର କଂଗ୍ରେସର ଅଧ୍ୟକ୍ଷ ଯିଏ ନିର୍ବାଚନ ଲଢ଼ିବେନି । ଖଡ଼ଗେଙ୍କ ଏପରି ନିଷ୍ପତି ଭବିଷ୍ୟତରେ କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟ ପାଇଁ ବଡ଼ ବିପଦ ହୋଇପାରେ ।…

ରଣବୀର କପୁରଙ୍କୁ ପ୍ରଶଂସା ସହ ସଂସ୍କାରୀ କହିଲେ ରାମାୟଣ ଫେମ୍ ଅରୁଣ ଗୋଭିଲ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ 'ରାମାୟଣ' ର ଷ୍ଟାର କାଷ୍ଟ ଏବ ଚର୍ଚ୍ଚାରେ ରହିଛି । ଅନେକ ପ୍ରସିଦ୍ଧ କଳାକର ମାନେ ଏହି ଚଳଚ୍ଚିତ୍ରରେ ଭଗବାନଙ୍କ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ରାମାନନ୍ଦ ସାଗର ଙ୍କ ଆଇକନିକ ଟିଭି ଶୋ' ରାମାୟଣ ଫେମ୍ ଅରୁଣ ଗୋଭିଲ ଫିଲ୍ମ…

ଭାଙ୍ଗିବ ବିଜେପି-ଜେଜେପି ମେଣ୍ଟ, ନିର୍ବାଚନ ପୂର୍ବରୁ ବଦଳିବେ ମୁଖ୍ୟମନ୍ତ୍ରୀ?

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଲୋକସଭା ଆସନକୁ ନେଇ ଦୁଷ୍ୟନ୍ତ ଚୌଟାଲାଙ୍କ ନେତୃତ୍ବାଧୀନ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ବିବାଦ ଦେଖାଦେବା ପରେ ବିଜେପି ଏବେ ମେଣ୍ଟ ସରକାର ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି।…

ଦ୍ୱିତୀୟ ଦିନରେ ସଫେଇକର୍ମୀଙ୍କ ଆନ୍ଦୋଳନ; ୩ ଦିନର ସମୟ ମାଗିଲା ବିଏମସି

ଭୁବନେଶ୍ୱର: ଦ୍ବିତୀୟ ଦିନରେ ଜାରି ରହିଛି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଏହାଭିତରେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛି ବିଏମସି । ବର୍ଦ୍ଧିତ ଦରମା ନେଇ ତିନି ଦିନର ସମୟ ମାଗିଲା ବିଏମସି । ତିନି ଦିନ ମଧ୍ୟରେ ସରକାର ଘୋଷଣା କରିବେ ବୋଲି କହିଛି ବିଏମସି । ସେହିପରି ଅଳିଆ…

ଓଡିଶାରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର: ଆଉ ଗୋଟିଏ ପାଦ ଆଗେଇଲା ଓଡ଼ିଶାର ରେଳ ଭିତ୍ତିଭୂମି । ରାଜ୍ୟକୁ ମିଳିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶାଖାପାଟଣା-ଭୁବନେଶ୍ଵର ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଥିବା ବେଳେ…

ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚକପଳାସିଆ ସେବା ସମବାୟ ସମିତିରେ । ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗତକାଲି ରାତି ୩ଟା…

୪୦ ବର୍ଷରେ ପାଦ ଦେଲେ ଶ୍ରେୟା, ଆମେରିକାରେ କାହିଁକି ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ’?

ମୁମ୍ବାଇ: ଆଜି ହେଉଛି ପ୍ରସିଦ୍ଧ ହିନ୍ଦୀ ସିନେମା ଗାୟିକା ଶ୍ରେୟା ଘୋଷାଲଙ୍କ ଜନ୍ମ ଦିନ । ୪୦ ବର୍ଷରେ ପାଦ ଦେଲେ ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗୀୟ ଲଳନା ଶ୍ରେୟା । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବଙ୍ଗାଳୀ ହିନ୍ଦୁ ବ୍ରାହ୍ମଣ ପରିବାରରେ…

‘ବିଜେଡି ବିଜେପି ସରିଛି ଆସନ ବୁଝାମଣା’ ଅପେକ୍ଷା ଘୋଷଣାକୁ !

ଭୁବନେଶ୍ୱର: ଦ୍ୱନ୍ଦ୍ୱ ଭିତରେ ବଢ଼ିଛି ଓଡ଼ିଶାରେ ଦୁଇ ଦଳ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ସମ୍ଭାବନା । ସୋସିଆଲ ମିଡିଆ ଏକ୍ସରେ ବରିଷ୍ଠ ସାମ୍ୱାଦିକ ରାଜଦୀପ ସରଦେଶାଇଙ୍କ ସଦ୍ୟତମ ପୋଷ୍ଟକୁ ନେଇ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ଖୋରାକ ଯୋଗାଇଛି…