Latest Odisha News

ଶିଶୁ ଗଳ୍ପ : ଚତୁର ହରିଣ

ପ୍ରତିଭା ସାହୁ  ବିଦୁପୁର ଗାଁର ଗାଁ ମୁଣ୍ଡରେ ଛୋଟ ମୁଣ୍ଡିଆଟିଏ। ସେହି ମୁଣ୍ଡିଆରେ ଠେକୁଆଟିଏ ଓ ହରିଣଟିଏ ସାଥି ହୋଇ ରହୁଥିଲେ। ଦୁହେଁ ଦୁହିଁଙ୍କର ସୁଖ ଦୁଃଖରେ ଭାଗି ହେଉଥିଲେ। ଦୁହେଁ ସକାଳୁ ଉଠି ଚରାବୁଲା କରି ପୁଣି ସନ୍ଧ୍ୟାରେ ନିଜ ପଥର ଗୁମ୍ଫାକୁ ଫେରି ଆସୁଥିଲେ । ହସ ଖୁସିରେ…

ସନେଟ୍ : ଭୋକ

ମଧୁମିତା ମିଶ୍ର ପେଟର ଭୋକକୁ ଖାଦ୍ୟ ହିଁ ମିଟାଏ ଜ୍ଵଳନ ଯେ ଶାନ୍ତହୁଏ ପଡ଼ିଗଲେ ଗଣ୍ଡେ ପଖାଳ ପେଟରେ ତୃପ୍ତି କେତେ ଆସିଥାଏ। ପେଟର ଜ୍ୱାଳାକୁ କିଏ ସହେ କୁହ ପଶୁ ହେଉ କି ମାନବ କ୍ଷୁଧାତୁର ହେଲେ ଭୁଲେ ପେଟାଧାରୀ ଆପଣା ପରର ଭାବ। ଖରା ଗରମରେ ଶୁଖିଗଲେ ଓଠ ଆଖି ପାଣି ଖୋଜୁଥାଏ…

ଭାଷା ଭାଗବତ : ଦୁର୍ବଳ, ସବଳ, ବୁଦ୍ଧିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦୁର୍ବଳ ହୁଏ ଅନୁଗତ ସବଳ ହୁଏ ଚର୍ଚାରତ କେବଳ ବୁଦ୍ଧିଆ ମଣିଷ ସମୟ କରେନାହିଁ ନାଶ ଦୁର୍ବଳ ଲୋକ କରେ କଳି ବଳୁଆ ଦିଏ ସବୁ ଟାଳି ବୁଦ୍ଧିଆ ଦୁହିଂକୁ ଉପେକ୍ଷା କରି ହୁଏ ନିଜର ସଖା ମତ ଜ୍ଞାପନ ଅଧିକାର ଥିଲେ ବି ତା'ର ବ୍ୟବହାର…

ପୋଲିସ କନଷ୍ଟେବଳରୁ ସଂସଦ ପର୍ଯ୍ୟନ୍ତ ଯାତ୍ରା, ଜାଣନ୍ତୁ କିଏ ଏହି ସିଆର ପାଟିଲ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଏହି ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସହିତ ତାଙ୍କର ଜଣେ ବିଶେଷ କମାଣ୍ଡର…

ବଲିଉଡରୁ ଭୋଜପୁରୀ, ଦକ୍ଷିଣରୁ ବଙ୍ଗାଳୀ, ଫିଲ୍ମ ଷ୍ଟାରଙ୍କୁ ପ୍ରାର୍ଥୀ କରିଛି ବିଜେପି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ରାଜନୖତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ବିଜେପି  ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ପ୍ରାର୍ଥୀଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳୀ ଶ୍ରୀମନ୍ଦିରର ସୁରକ୍ଷା ଓ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ତଥା ମରାମତି ବିଷୟରେ ଆଲୋଚନା କରିବା ସମୟରେ ଉନବିଂଶ ଶତାବ୍ଦୀରେ ପ୍ରତ୍ନତାତ୍ୱିକ…

ବିଜେପି ପାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ଏହି ୫ ମହିଳା, ଗତ ନିର୍ବାଚନରେ ହରାଇଥିଲେ ଏହି ମାନଙ୍କୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଗତକାଲି ବିଜେପି ତାର ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସନ ପାଇଁ ପାର୍ଥୀ ଘୋଷଣା କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଲୋକସଭା ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଉତ୍ତରପ୍ରଦେଶର…

ପେଟ ସହ ଚର୍ମ ପାଇଁ ମଧ୍ୟ କ୍ଷତି ସାବ୍ୟସ୍ତ ହୋଇଥାଏ ଏହି ଛଣା ଖାଦ୍ୟ

ଭୁବନେଶ୍ଵର: ଛଣାଛଣି ଖାଦ୍ୟ, ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ଏହା ପାଟିକୁ ଯେପରି ସ୍ଵାଦ ଲାଗେ ଦେଖିବାକୁ ବ ସେତିକି ଭଲ ଲାଗେ । ପାଗ ଯେମିତି ବ ହେଉ ନା କାହିଁକି ଆଉ ସମୟ ଯାହା ବି ହେଉ ନା କାହିଁକି । ଆଖ ପାଖରେ ଯାଦି ବରା, ପିଆଜି, ସିଙ୍ଗଡା ଆଦି ଛଣା ହେଉଥିବାର ବାସ୍ନା ଆସିଯାଏ ତେବେ ତ…

୧୫ ବର୍ଷ ହେବ ବିଜେଡି ହାତରେ ମହାକାଳପଡା, ବିକାଶ ଘର ଶୂନ କହିଲେ ବିଜେପି ନେତା

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଆଇନଶୃଙ୍ଖଳା ଓ ପାନୀୟ ଜଳର ଖରାପ ସ୍ଥିତିକୁ ନେଇ ଭାରତୀୟ ଜନତା ପାର୍ଟି ଚିନ୍ତା ପ୍ରକଟ କରିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରି ବିଜେପି ନେତା ସୌଭାଗ୍ୟ ପରିଡ଼ା ପରିସ୍ଥିତିକୁ…

ଭୁବନେଶ୍ବର ମଧ୍ୟ ଟିକେଟ କିଏ ହାତେଇବ: ରଙ୍ଗ ମିସ୍ତ୍ରି କହି କାହାକୁ ଛିଗୁଲେଇଲେ ଅମରେଶ?

ଭୁବନେଶ୍ୱର: ବିଏମସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧୀନରେ ଥିବା ଭୁବନେଶ୍ୱର କେନ୍ଦ୍ରୀୟ (ମଧ୍ୟ) ବିଧାନସଭା ଆସନକୁ ନେଇ ଏବେ କ୍ଷମତାରେ ଥିବା ବିଜୁ ଜନତା ଦଳ ଆଭ୍ୟନ୍ତରୀଣ କନ୍ଦଳ ସମ୍ମୁଖୀନ ହୋଇଛି। ୨୦୨୪ ଦଳୀୟ ଟିକେଟ ପାଇଁ ଏବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର…