Latest Odisha News

BREAKING NEWS

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ, ମେଡିକାଲ ପରିସରରେ ଉତ୍ତେଜନା

ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି । ସୂଚନା ମୁତାବକ, ଆଗରପଡା ଥାନା ଅନ୍ତର୍ଗତ ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ପ୍ରସବ…

ବୁଲା କୁକୁରଙ୍କ ଆତଙ୍କରେ ରାଜଧାନୀ ଦିଲ୍ଲୀ, ୨ବର୍ଷ ଶିଶୁକୁ ଝୁଣି ପକାଇଲେ କୁକୁର

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଲା କୁକୁରଙ୍କ ଆତଙ୍କ ।  ୨ ବର୍ଷର ଛୁଆକୁ ୧୫୦ ମିଟର ଘୋଷାଡ଼ି ଟାଣି ନେବା ସହ ଶିଶୁକୁ ଝୁଣି ପକାଇଲେ ତୁଗଲକ ରୋଡ ଧୋବି ଘାଟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବୁଲା କୁକୁର । ବୁଲା କୁକୁରଙ୍କ ଆକ୍ରମଣରେ ଶିଶୁଟିର ମୃତ୍ୟୁ ହୋଇଛି । ଶନିବାର ସଂଧାରେ ଘଟିଛି ଏହି…

ଜାରି ରହିବ ଜ୍ଞାନବ୍ୟାପିରେ ହିନ୍ଦୁମାନଙ୍କ ପୂଜା, ଅନୁମତି କାଏମ ରଖିଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଜ୍ଞାନବାପି ମସ୍‌ଜିଦ ମାମଲାରେ ମୁସଲିମ୍‌ ପକ୍ଷର ପିଟିସନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ଅନୁମତି ଦେଇଥିଲେ ।…

ଜନ୍ମଦିନରେ ଉର୍ବଶୀଙ୍କୁ ହନି ସିଂଙ୍କ ସ୍ପେଶିଆଲ ଗିଫ୍ଟ, ସୁନାର କେକ କାଟିଲେ ଅଭିନେତ୍ରୀ

ମୁମ୍ବାଇ: ନିଜର ଗ୍ଲାମର୍ ଲୁକ୍ ଆଉ ଡ୍ୟାନ୍ସ ପାଇଁ ଲୋକଙ୍କ ମନରେ ରାଜ୍ କରୁଥିବା ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୩୦ତମ ଜନ୍ମଦିନରେ ମିଳିଛି ଏକ ବଡ ଉପହାର । ଏହି ଭିତରେ ଉର୍ବଶୀଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଗତକାଲି ଉର୍ବଶୀ ତାଙ୍କର ୩୦ ତମ…

ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ମିଳିବ ସଫଳତା

ଭୁବନେଶ୍ଵର: ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ ଦିନସାରା କଠିନ ପରିଶ୍ରମ କରନ୍ତି । କିନ୍ତୁ ଏତେ ପରିଶ୍ରମ କରିବା ପରେ ମଧ୍ୟ ସେମାନେ କାର୍ଯ୍ୟରେ ସଫଳତା ହାସଲ କରନ୍ତି ନାହିଁ । ଏହା ପଛରେ ଅନେକ ଗୁଡିଏ କାରଣ ଥାଏ । ଏପରି ପରିସ୍ଥିତିରେ ଅନେକ ଲୋକ ନିଜ କାମକୁ ବଦଳାଇ…

ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

ବୌଦ୍ଧ: ଆଜି ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ । ଏନଏସି (NAC) ମାନ୍ୟତା ଦାବିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ସକାଳ ୬ ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ବନ୍ଦ…

ଭାରତର ଜୀବନ୍ତ ସଂସ୍କୃତି ପ୍ରଦର୍ଶନ କରି ଏୟାର ଇଣ୍ଡିଆ ଜାରି କରିଛି ସୁରକ୍ଷା ନିର୍ଦ୍ଦେଶନାମା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର ନୂତନ 'ଇନଫ୍ଲାଇଟ୍ ସେଫ୍ଟି' ଅର୍ଥାତ୍ ବିମାନ ସମ୍ବଦ୍ଧୀୟ ସୁରକ୍ଷା ଭିଡିଓ 'ସେଫ୍ଟି ବା ସୁରକ୍ଷା ମୁଦ୍ରା' ଲଞ୍ଚ କରିଛି । ଏଥିରେ ଭାରତର ବିଭିନ୍ନ ଶାସ୍ତ୍ରୀୟ ତଥା ଲୋକ ନୃତ୍ୟ ମାଧ୍ୟମରେ ଭାରତର ସମୃଦ୍ଧ ସଂସ୍କୃତିକୁ ଦର୍ଶାଯାଇଛି । ଏହା ସହିତ, ଏହି ଲୋକ…

ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କୁ ୧୮ ଥର ଆକ୍ରମଣ, ଅଭିଯୁକ୍ତ ଗିରଫ

ନାଶିକ: ଶୁକ୍ରବାର ରାତିରେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ହୃଦୟ ବିଦାରକ ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯେଉଁଠାରେ ଜଣେ ବ୍ୟକ୍ତି ଅତି କମରେ ୧୮ ଥର ଧାରୁଆ ଅସ୍ତ୍ରରେ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ, ୪ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ଡ୍ରାଇଭରକୁ ମିଶାଇ ମୋଟ ୭ ଜଣ ସଦସ୍ୟ ଥିଲେ । ଏଯାବତ୍…

କବିତା : ନାରୀ

ସସ୍ମିତା ମହାପାତ୍ର  ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି ଯାଇନି କେବେ ମୁଁ ହାରି । ଆସିଛି ଜୀବନେ କେତେ ଯେ କଷ୍ଟ ଯାଇନି କେବେ ମୁଁ ହୋଇ ପଥଭ୍ରଷ୍ଟ ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି ଯାଇନି କେବେ ବି ହାରି ।। ଜୀବନ ନଈର ନଉକା ଟିଏ ମୁଁ ମାତୃତ୍ଵର ଭାର ଉଠାଇ…