Latest Odisha News

BREAKING NEWS

ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବାରେ ନବୀନଙ୍କ ଉଦ୍ଦେଶ୍ୟ ଭଲ ନୁହେଁ କହିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଓଡ଼ିଶାରୁ ଦ୍ବିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ନବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କ ପାଇଁ ରାଜ୍ୟରେ ବିରୋଧୀ ବିଜେପି ପାଖରେ ଆବଶ୍ୟକ ବିଧାୟକ ସଂଖ୍ୟା ନଥିଲେ ମଧ୍ୟ ଅଶ୍ୱିନୀ…

ବିଗିଡିଲା ଶୋଏବ ଇବ୍ରାହିମ ସ୍ଵାସ୍ଥ୍ୟବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ମୁମ୍ବାଇ: ଅଭିନେତା ଶୋଏବ ଇବ୍ରାହିମ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର । ବିଗିଡିଲା ଶୋଏବଙ୍କ ସ୍ଵାସ୍ଥ୍ୟବସ୍ଥା । ହସ୍ପିଟାଲରେ ହେଲେ ଭର୍ତ୍ତି । ଶୋଏବଙ୍କ ପତ୍ନୀ ଦୀପିକା କକ୍କର ଏନେଇ ସୂଚନା ଦେଇଛନ୍ତି । ଦୀପିକା ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶୋଏବଙ୍କ ଏକ ଫଟୋ ସେୟାର କରିଛନ୍ତି…

ନବରଙ୍ଗପୁରରେ ରାଜନାଥଙ୍କ ଦମ୍ଭୋକ୍ତି, ‘ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର’

ନବରଙ୍ଗପୁର: ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁରରେ ଆୟୋଜିତ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଓଡିଶାରେ ଏଥର ଡବଲ…

କଳାଯାଦୁ ବାହାନାରେ ଆଇନ ଛାତ୍ରୀଙ୍କୁ ବରିଷ୍ଠ ସହଯୋଗୀ ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର: କଳାଯାଦୁ ଅଭ୍ୟାସ କରିବା ବାହାନାରେ ଆକ୍ରମଣ ଅଭିଯୋଗ। ହଷ୍ଟେଲ ପରିସରରେ ରାଜଧାନୀର ଏକ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଆଇନ ଛାତ୍ରୀ ତାଙ୍କ ତିନି ଜଣ ବରିଷ୍ଠ ରୁମ୍ ମେଟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲାର ବାସିନ୍ଦା ପୀଡ଼ିତା…

ଆଜି କ୍ୟାବିନେଟ ବୈଠକ; ୧୬ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର:ଆଜି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏହି ବୈଠକ ବସିବ। ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଲୋଚନା…

ପୁରୁଷଙ୍କୁ ପଲିଥିନ ବ୍ୟାଗ ସହିତ ତୁଳନା କଲେ ଟ୍ୱିଙ୍କଲ, ଛାଡିଲେନି କୁଇନ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାଁଙ୍କୁ ସେ ଟାର୍ଗେଟ କରିଛନ୍ତି । କିଛି ଦିନ ତଳେ ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ମେସେଜରେ ପୁରୁଷଙ୍କୁ ପଲିଥିନ ବ୍ୟାଗ ସହିତ ତୁଳନା…

ହତ୍ୟା ଅଭିଯୋଗରେ ଗିରଫ ପରେ ବିଜେଡିରୁ ନିଲମ୍ବିତ ହେଲେ ବିସିଜେଡି ନେତା

ଗଜପତି: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ଉପସଭାପତି ଅମିତ କୁମାର ପଟ୍ଟନାୟକଙ୍କୁ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି କରଣାସାହିରେ ରହୁଥିବା ଅମିତ ପଟ୍ଟନାୟକଙ୍କ ବିରୋଧରେ ସେହି ଗାଁରେ ରହୁଥିବା ୭୨ ବର୍ଷୀୟା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତମ ସମନ ପଠାଇଲା ଇଡି, ଫେବୃଆରୀ ୨୬ରେ ହାଜର ହେବାକୁ ଅପିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସପ୍ତମ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଫେବୃଆରୀ ୨୬ ତାରିଖ ଅର୍ଥାତ୍ ସୋମବାର ପୂର୍ବରୁ ଇଡିରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନରେ କୁହାଯାଇଛି । ଏହା ପୂର୍ବରୁ ଇଡିର ୬ଟି…

ଫସିଗଲେ କି ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିକାଂଶ ସିନିୟର ଖେଳାଳି ରଣଜୀ ଟ୍ରଫି ନ ଖେଳିବା ପାଇଁ ବିଭିନ୍ନ ପ୍ରକାର ଡ୍ରାମା କରି ଆସୁଛନ୍ତି । ଏହାକୁ ଦେଖି ବିସିସିଆଇ ସେକ୍ରେଟାରୀ ଜୟ ଶାହ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ ବୋଲି କହିଥିଲେ । ଏହା ସତ୍ୱେ ଈଶାନ କିଶାନ ଓ ଶ୍ରେୟାଶ ଆୟାର ବିଭିନ୍ନ ଆଳ…

ଭାରତ ଦୁନିଆର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ: ମୋଦୀ

ଅହମ୍ମଦାବାଦ: ଆଜି ନିଜ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (ଜିସିଏମଏମଏଫ) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ…