ଟି୨୦ କ୍ରିକେଟରେ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିବାରେ ରେକର୍ଡ କଲେ ବାବର
ଲାହୋର: ପାକିସ୍ତାନ ସୁପର ଲିଗରେ ବାବର ଆଜମଙ୍କ ବିସ୍ଫୋରକ ବ୍ୟାଟିଂ ଜାରୀ ରହିଛି । ପେଶୱାର ଜାଲମୀର ଅଧିନାୟକ ବାବର ଏଥିସହ ଟି୨୦ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଏହି ଫର୍ମାଟରେ ଦ୍ରୁତ ୧୦ ହଜାର ରନ କରିବାରେ ରେକର୍ଡ କରିଛନ୍ତି । ସେ ବିରାଟ କୋହଲି ଓ କ୍ରିସ ଗେଲଙ୍କୁ ମଧ୍ୟ ପଛରେ ପକାଇ…