Latest Odisha News

BREAKING NEWS

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଚତୁର୍ଦ୍ଧା ମୂର୍ତ୍ତିଙ୍କର ହେବ ମହାସ୍ନାନ

ପୁରୀ: ଆଜି ମାଘ ଶୁକ୍ଳ ଦ୍ୱାଦଶୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ରତ୍ନବେଦୀରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତମାନେ । ଏନେଇ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏହା ଏକ…

ବିହାରରେ ଭୟଙ୍କର ସଡକ ଦୁର୍ଘଟଣା; ୮ ମୃତ, ୭ ଗୁରୁତର

ପାଟନା: ବିହାରର ଲାଖିସରାୟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି…

ଆନ୍ତର୍ଜାତୀୟ ମାତୃଭାଷା ଦିବସ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଫେବୃଆରୀ ୨୧ ତାରିଖ । ଆଜିର ଦିନଟି ବହୁତ ସ୍ୱତନ୍ତ୍ର । କାରଣ ଆଜି ହେଉଛି ଆନ୍ତର୍ଜାତୀୟା ମାତୃଭାଷା  ଦିବସ । ଆମେ ଜନ୍ମ ହେଲାପରେ ପ୍ରଥମେ ଯେଉଁ ଭାଷାରେ କଥା କହିବା ଆରମ୍ଭ କରୁ, ତାହା ହେଉଛି ଆମର ମାତୃଭାଷା । ଆମେ ପରିବାର ଲୋକଙ୍କ ସହ ବି ଆମ…

ଏହି ଯୋଜନାରେ ମହିଳାଙ୍କୁ ଏକ କୋଟି ଦେଉଛନ୍ତି ମୋଦି ସରକାର, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ବର୍ଗକୁ ଧ୍ୟାନରେ ରଖି ଆରମ୍ଭ କରିଥିବା ସମସ୍ତ ଯୋଜନା ମଧ୍ୟରେ ମୋଦୀ ସରକାର ମହିଳାମାନଙ୍କ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶର ମହିଳାମାନଙ୍କୁ ଏକ କୋଟି ଟଙ୍କାର ଋଣ ଦିଆଯିବ ଏବଂ ତାହା ମଧ୍ୟ ଅତି ସହଜ ସର୍ତ୍ତରେ ଦିଆଯିବ।…

ଦ୍ୱିତୀୟ ସନ୍ତାନର ମାଆ ହେଲେ ଅନୁଷ୍କା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ସନ୍ତାନର ମାଆ ହୋଇଛନ୍ତି । ଗର୍ବିତ ବାପା କୋହଲି ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଫେବୃୟାରୀ ୧୫ରେ ଆମେ ଆମର କୁନି ପୁଅ…

୩୨ ବର୍ଷ ସାନ ମହିଳାଙ୍କ ପ୍ରେମରେ ପଡିଛନ୍ତି କି ପୁତିନ !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏବେ ଆଉ ଏକ କାରଣ ନେଇ ଚର୍ଚ୍ଚାରେ ରହିଛନ୍ତି । ବ୍ରିଟେନର ଏକ ଖବରକାଗଜ ୟୁକ୍ରେନ ମିଡିଆ ସୂତ୍ରରୁ ଏହି ଖବର ପ୍ରସାରଣ କରିଛି । ତାଙ୍କଠାରୁ ୩୨ ବର୍ଷ ସାନ ଏହି ମହିଳାଙ୍କ ନାମ ଏକାତୋରିନା କାତ୍ୟା ମୁଜୁଲିନା । ସେ ୟୁକ୍ରେନ ବିରୋଧୀ ଜଣେ…

ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ୍ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର…

୨୧ରେ ଦିଲ୍ଲୀ ଘେରିବେ ଚାଷୀ, ସଫଳ ହେଲାନି ବୈଠକ

ନୂଆଦିଲ୍ଲୀ: ପୁଣିଥରେ ଏମଏସପି ସମେତ ଅନେକ ଦାବି ସମ୍ପର୍କରେ କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ସହମତି ହୋଇପାରି ନାହିଁ। ଫେବୃଆରୀ ୨୧ ରୁ କୃଷକ ସଂଗଠନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଛନ୍ତି। କୃଷକମାନେ ଏ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ଶମ୍ଭୁ…

ଆଇପିଏଲ ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମଲ ମଙ୍ଗଳବାର ଏକ ନ୍ୟୁଜ ଏଜେନ୍ସିକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶରେ ସାଧାରଣ ନିର୍ବାଚନ ହେବା ସତ୍ୱେ ସମସ୍ତ ମ୍ୟାଚ ଭାରତରେ ଖେଳାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି…

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ; ଦକ୍ଷତା ବିକାଶ, ତାଲିମ ଓ ନିଯୁକ୍ତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୃଷ୍ଟିବାଧିତମାନଙ୍କ ସଶକ୍ତିକରଣକୁ ଦୃଷ୍ଟିରେ ରଖି ଆଜି ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଦକ୍ଷତା ବିକାଶ, ତାଲିମ ଓ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି । ଏକ ତ୍ରୀପାକ୍ଷିକ ବୁଝାମଣାରେ…