Latest Odisha News

BREAKING NEWS

ବୁଧବାର ଗଞ୍ଜାମ ସମ୍ ହସ୍ପିଟାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସିତାଲାପଲ୍ଲୀରେ ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।ସୋଆ(ଏସଓଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସିତାଲାପଲ୍ଲୀ କ୍ୟାମ୍ପସ ଦକ୍ଷିଣ ଓଡ଼ିଶାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବଢ଼ୁଥିବା ଆବଶ୍ୟକତାକୁ ପୂରଣ…

ଆସନ୍ତାକାଲି ଜାରି ହେବ UPSC ପ୍ରିଲିମ ପରୀକ୍ଷା ପାଇଁ ବିଜ୍ଞପ୍ତି, ଏପରି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ୧୪ ଫେବୃଆରୀ ଠାରୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୪ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଆସନ୍ତାକାଲି UPSC CSE ପ୍ରାଥମିକ ତଥା ପ୍ରିଲିମି ପରୀକ୍ଷା ପାଇଁ ବିଜ୍ଞପ୍ତି (UPSC CSE Prelims 2024 ବିଜ୍ଞପ୍ତି) ପ୍ରକାଶ ପାଇବାକୁ…

ଅଭିମନ୍ୟୁ ଗର୍ଭରେ ରହି ଶୁଣିବା କଥା ମିଛ ନୁହେଁ, ବୈଜ୍ଞାନିକମାନେ ଏବେ ଲଗାଇଛନ୍ତି ମୋହର

ମହାଭାରତର ଅଭିମନ୍ୟୁଙ୍କ କାହାଣୀ କିଏ ବା ନ ଜାଣିଛି । ଅର୍ଜୁନଙ୍କ ପୁତ୍ର ଗର୍ଭରେ ଥିବା ବେଳେ ଚକ୍ରବ୍ୟୁହ କିପରି ଭଙ୍ଗାଯିବ ତାହା ଶୁଣି ନେଇଥିଲା । ତେବେ କଥା ଅଧାରୁ ରହିଯିବାରୁ ସେ ଏଥିରୁ କିପରି ବାହାରି ତାହା ଶୁଣିପାରି ନ ଥିଲା । ଯାହାକି ଅଭିମନ୍ୟୁର ମୃତ୍ୟୁର କାରଣ ସାଜିଥିଲା । ଆଜି…

କେନ୍ଦ୍ରର ଯୋଜନାକୁ ନକଲ କରି ବିଜେଡି ସରକାର ସ୍ବୟଂ ଯୋଜନା ଘୋଷଣା କରିଛି: ବିଜେପି

ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କୁ ବିନା ସୁଧରେ ଋଣ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିଥିବାରୁ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ କେନ୍ଦ୍ରୀୟ ଯୋଜନାର ନକଲ ଏବଂ ନିର୍ବାଚନୀ କୌଶଳ ବୋଲି କହିଛି। ଓଡ଼ିଶା ବିଜେପିର ମୁଖପାତ୍ର ଅନୀଲ ବିଶ୍ୱାଳ…

ରୋଗୀଙ୍କୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତିପୂରଣ ଦେଲା ଚିକିତ୍ସାଳୟ, ତଣ୍ଡ ଗଣିଲେ ଚିକିତ୍ସା କରିଥିବା ଡାକ୍ତର;…

ନୂଆଦିଲ୍ଲୀ: ନଅ ବର୍ଷ ପୂର୍ବେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ରାଜ୍ୟ ଉପଭୋକ୍ତା (DSCDRC) ବିବାଦ ସମାଧାନ କମିଶନ ସାର୍ ଗଙ୍ଗାରାମ ଡାକ୍ତରଖାନା ଏବଂ ଏହାର ପାଞ୍ଚ ଜଣ ଡାକ୍ତରଙ୍କ ଉପରେ ୭.୨୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ ନିୟମ…

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ମମତା ଯୋଜନାରେ ନଗଦ ସହାୟତା ଦୁଇଗୁଣ କଲା ଓଡ଼ିଶା

ଭୁବନେଶ୍ୱର: ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଓଡ଼ିଶା ସରକାର ନିଜର ପ୍ରମୁଖ ଯୋଜନାରେ ଆର୍ଥିକ ସହାୟତାକୁ ଦ୍ୱିଗୁଣିତ କରି ଏକ ବଡ଼ କଲ୍ୟାଣକାରୀ ପଦକ୍ଷେପ ଘୋଷଣା କରିଛନ୍ତି। ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ମହିଳା ହିତାଧିକାରୀଙ୍କ ସହ ଆଲୋଚନା…

କୁସ୍ତିଯୋଦ୍ଧାଙ୍କ ପାଇଁ ଆସିଲା ଖୁସି ଖବର, ହଟିଲା ବ୍ୟାନ

ନୂଆଦିଲ୍ଲୀ: ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ଶେଷରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ କୁସ୍ତିମାନଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର। ଭୁଲ ନିର୍ବାଚନ ପରିଚାଳନା କରିବାରେ…

ତେଜା ସଜାଙ୍କ ଫିଲ୍ମରେ ହନୁମାନ ହେବେ କେଜିଏଫ ଫେମ ୟଶ

ମାଡ୍ରାସ: ତେଜ ସଜାଙ୍କ ହନୁମାନ ଫିଲ୍ମ ବକ୍ସି ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି । ସବୁ ବର୍ଗର ଦର୍ଶକ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି । ଏବେ ଏହାର ସୀକ୍ୱେଲ ନେଇ ମେକର୍ସଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଜୟ ହନୁମାନର ବଜେଟ…

ଆସନ୍ତା କାଲି ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ!

ଜୟପୁର:ଲୋକସଭାକୁ ବାଏ ବାଏ କହିବା ପରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ। ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ । ରାଜସ୍ଥାନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସୋନିଆ ଗାନ୍ଧୀଙ୍କ ନାମ ରଖିଛି । ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀ ବୁଧବାର ଦିନ…