Latest Odisha News

BREAKING NEWS

୧୩ ବର୍ଷ ପରେ କୋହଲି ପ୍ରଥମ ଥର ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ଓହରିଲେ, ସଚିନ ୪ଥର ଖେଳି ନ ଥିଲେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ନିଷ୍ପତି ନେଇଛନ୍ତି । କୋହଲି ୨୦ ଜୁନ ୨୦୧୧ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେବେଠାରୁ ସେ…

ଖୁବଶୀଘ୍ର ଚନ୍ଦ୍ରକୁ ଯିବେ ଭାରତୀୟ ମହାକାଶଚାରୀ: ISRO

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଆଗେଇ ଚାଲିଛି ଇସ୍ରୋ। ତେବେ ଖୁବଶୀଘ୍ର ଚନ୍ଦ୍ରକୁ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ କରାଯିବ। ଇସ୍ରୋର ଚନ୍ଦ୍ରାୟନ -୩ ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ପି ଭେରାମୁଥୁଭେଲ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୩୫ ସୁଦ୍ଧା ନିଜର ସ୍ପେସ୍ ଷ୍ଟେସନ…

ମେଡିକାଲ ଛାତ୍ର ହଷ୍ଟେଲରେ ରହିବା ବାଧ୍ୟତାମୂଳକ ନୁହେଁ: ଏନଏମସି

ନୂଆଦିଲ୍ଲୀ: ମେଡିକାଲ ଛାତ୍ର ହଷ୍ଟେଲରେ ରହିବା ବାଧ୍ୟତାମୂଳକ ନୁହେଁ। ଏପରି କରିବାକୁ ବାଧ୍ୟ କଲେ ସଂପୃକ୍ତ ମେଡିକାଲ କଲେଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ନ୍ୟାସନାଲ ମେଡିକାଲ କମିଶନ ସ୍ନାତକୋତ୍ତର (ପିଜି) ଛାତ୍ରମାନଙ୍କୁ ମହଙ୍ଗା ହଷ୍ଟେଲରେ ରହିବାକୁ ବାଧ୍ୟ କରିବା…

ଘୋଡ଼ା ବେପାର ଭୟରେ ତେଜସ୍ୱିଙ୍କ ଘରେ ରହିବେ ବିଧାୟକ, ପଢନ୍ତୁ ପୂରା ରିପୋର୍ଟ

ପାଟନା: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ଛାଡିବା ପରେ ଏନଡିଏରେ ଯୋଗ ଦେଇଛନ୍ତି। ଏହା ପରେ ସେ ବିଜେପି ସହିତ ବିହାରରେ ସରକାର ଗଠନ କରିଛନ୍ତି। ନୀତୀଶ କୁମାର ନବମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବର୍ତ୍ତମାନ ୧୨ ଫେବୃଆରୀରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ…

ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମହା ସମାବେଶକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ରାଜ୍ୟରେ…

ପିଆଜ କଟାକୁ ନେଇ ପ୍ରେମିକାଙ୍କୁ ଛୁରି ଭୁସିଦେଲେ ପ୍ରେମିକ

ଓ୍ବାଶିଂଟନ୍‌: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ । ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ପ୍ରେମିକ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ପ୍ରେମିକ ହେଉଛନ୍ତି ଚାର୍ଲସ । ମୃତକ ମହିଳା ହେଲେ ମାର୍ସିଆ…

ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନ ବହୁଳ ରାଷ୍ଟ୍ର ଦୁବାଇରେ ଏକ ବିଶାଳ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ…

ରଣଜୀ ଟ୍ରଫି: ଉତରାଖଣ୍ଡର ୩୪୨ ରନ ଜବାବରେ ଓଡିଶା ୧୨୩/୬

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ପୁନର୍ବାର ଓଡିଶା ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଗ୍ରୁପ ଡି ମୁକାବିଲାରେ ଉତରାଖଣ୍ଡର ପ୍ରଥମ ଇନିଂସ ସ୍କୋର ୩୪୨ ରନ ଜବାବରେ ଓଡିଶା ୬ ୱିକେଟ ବିନିମୟରେ ୧୨୩ ରନ କରିଛି । ଆଶୀର୍ବାଦ ସ୍ୱାଇଁ ୫୪…

ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୋଲିସ ଦିଲ୍ଲୀରେ ପୁରସ୍କୃତ

ଭୁବନେଶ୍ୱର: ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଆଜି ଦିଲ୍ଲୀରେ ପୁରସ୍କୃତ ହୋଇଛି ଓଡ଼ିଶା ପୋଲିସ । ଡିଜିପିଙ୍କ ତରଫରୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ସଫିନ୍‌ ମହମ୍ମଦ କେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କାନପୁର ଆଇଆଇଟିର ଏଆଇଆଇଇ ସେଣ୍ଟର ଫର୍‌ ଏକ୍ସଲେ‌ନ୍‌ସ ସହଯୋଗରେ ଫ୍ୟୁଚର କ୍ରାଇମ୍‌…

ସଂସଦକୁ ‘ନମୋ ହାଟ୍ରିକ’ ଟି-ସାର୍ଟ ପିନ୍ଧି ଆସିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ପୁଣି ଦେଶରେ ଆସିବ ମୋଦି ଲହର। ପୁଣି ଚାଲିବ ନରେନ୍ଦ୍ର ମୋଦୀଙ୍କ ଶାସନ। ଯାହାର ପ୍ରମୋସନରେ ଲାଗିପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଶନିବାର ସଂସଦ ଭବନରେ ଅନୁରାଗ ଠାକୁରଙ୍କୁ ନେଇ ବେଶ ଚର୍ଚ୍ଚା। ହେଲେ ତାଙ୍କର କୌଣସି ଭାଷଣ ବା ଘୋଷଣାକୁ ନେଇ ନୁହେଁ। ସେ ଆଜି ପିନ୍ଧି…