Latest Odisha News

BREAKING NEWS

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର 

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବେଲପଡ଼ା ଥାନା କାନୁଟ ଗାଁରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ କାନୁଟ ଗାଁ ଉପର ପଡାଠାରେ ଅଘଟଣ ଘଟିଛି। ଘରର ସବୁ ଲୋକ ଟିଭି ଦେଖୁଥିବା ବେଳେ ଗ୍ୟାସ…

ଇମ୍ରାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ପାକିସ୍ତାନ ସେନା: ପରିବାର ଲୋକଙ୍କ ଦାବି

ନୂଆଦିଲ୍ଲୀ: ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗଣନା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରିବାର ସଦସ୍ୟ ଏକ ବଡ ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ମୁଖ୍ୟ ତେହେରିକ୍-ଇ-ଇନସାଫ୍ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଭଉଣୀ ଆଲିମା ଗଣମାଧ୍ୟମକୁ କହିଛନ୍ତି ଯେ…

ଫୋନ ନମ୍ୱର ବନ୍ଦ କରିବେ ଏଲନ ମସ୍କ, ଏକ୍ସରେ କରିବେ କଲ୍! 

ନୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍‌ଶୀଘ୍ର ଫୋନ ନମ୍ବରକୁ ବନ୍ଦ କରିବେ ବୋଲି ଜଣାପଡିଛି। ସେ ନିଜେ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ ଏକ୍ସ ମାଧ୍ୟମରେ…

ଅତିଥି ବେଶରେ ଆସି ବିବାହ ମଣ୍ଡପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଭୁବନେଶ୍ଵର: ରାଜଧାନୀରେ ଥମୁନି ଲୁଟେରାଙ୍କ ଉତ୍ପାତ । ଦିନକୁ ଦିନ ଏହା ଉଗ୍ର ରୂପ ଧରିଲାଣି । ପ୍ରତ୍ୟେକ ଦିନ କିଛି ନା କିଛି ଲୁଟର ଖବର ସାମ୍ନାକୁ ଆସୁଛି । ସେ ଛିନତାଇ ହେଉ କିମ୍ବା ଆପାର୍ଟମେଣ୍ଟରୁ ଚୋରୀ ଏଭଳି ଅନେକ ଘଟଣା ଘଟୁଛି । ତେବେ ଆଜି ଏପରି ଏକ ଅଭାବନୀୟ ଘଟମା ସାମ୍ନାକୁ ଆସିଛି…

‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା- ୨୦୨୪’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ୫୨ତମ ‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା ୨୦୨୪'କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଏହି ପୁସ୍ତକ ମେଳା ଆୟୋଜିତ…

ବାଉଚରଙ୍କ ବୟାନ ପରେ ପତ୍ନୀଙ୍କ ପ୍ରତିକ୍ରିୟା ନେଇ ମୁହଁ ଖୋଲିଲେ ରୋହିତ

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ମୁମ୍ବାଇ ୫ଥର ଚାମ୍ପିୟନ କରାଇଥିବା ରୋହିତଙ୍କୁ ହଟାଇବା ନେଇ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ…

ହଲଦ୍ୱାନୀ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ଡେରାଡୁନ: ହଲଦ୍ୱାନୀ ହିଂସାର ମାଷ୍ଟରମାଇଣ୍ଡ ଅବଦୁଲ ମଲ୍ଲିକ ପୋଲିସକୁ ଅଟକ ରଖିଛି। ଅବଦୁଲ ମଲିକଙ୍କ ସହ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଅବଦୁଲ ମଲିକ ହେଉଛି ହଲଦ୍ୱାନୀ ଦଙ୍ଗାର ମାଷ୍ଟରମାଇଣ୍ଡ। ଧର୍ମ ନାମରେ ସରକାରୀ ଜମିକୁ ହଡପ କରିବାକୁ ଷଡଯନ୍ତ୍ର କରିଥିଲା ଅବଦୁଲ। ଏହା…

ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ମାନ୍ୟତା

କୋରାପୁଟ: ଗୁପ୍ତେଶ୍ୱର ବନାଞ୍ଚଳକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା। ଏନେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ରାଜ୍ୟର ଚତୁର୍ଥ…

ରାତାରାତି ଗାଁରୁ ଗାଏବ ହୋଇଗଲେ ଲୋକ

ଜୟପୁର: ରାଜସ୍ଥାନର ପର୍ଯ୍ୟଟନ ଏବଂ ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଛୁଟିଥାନ୍ତି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଏକ ଭୂତର ଗ୍ରାମ ଅଛି । ମାନେ ଏହି ଗାଁରେ ଘର ଦ୍ୱାର, ରାସ୍ତାଘାଟ ସବୁ କିଛି ଅଛି ମାତ୍ର ଲୋକ ନାହାନ୍ତି ।…

ପେଟିଏମ ୟୁଜରଙ୍କ ପାଇଁ ଆସିଲା ବଡ଼ ଅପଡେଟ, ପଢିନିଅନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ସଂକଟ କମିବାର ନାଁ ନେଉନାହିଁ। କମିବା ପରିବର୍ତ୍ତେ ଦିନକୁ ଦିନ ସମସ୍ୟା ଆହୁରି ବଢିବାରେ ଲାଗିଛି। UPI ସେବା ଚାଲୁ ରଖିବା ପାଇଁ ପେଟିଏମ୍ ଦ୍ୱାରା ପ୍ରୟାସ କରାଯାଉଛି। ୱାନ97 କମ୍ୟୁନିକେସନ ଏହାର Paytm ଆପ୍ଲିକେସନକୁ ତୃତୀୟ ପକ୍ଷକୁ (Third…