Latest Odisha News

BREAKING NEWS

ପୁରୁଷଙ୍କ ଆକ୍ରମଣାତ୍ମକ ମନୋବୃତିକୁ ହ୍ରାସ କରିଥାଏ ମହିଳାଙ୍କ ଲୁହ: ରିପୋର୍ଟ

ଜଣେ ମହିଳାଙ୍କ ଲୁହ ପୁରୁଷଙ୍କୁ ଦୁର୍ବଳ କରିଥାଏ ବୋଲି ଧାରଣା ରହିଛି । ତେବେ ଏ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ହସ୍ତଗତ ହୋଇ ନ ଥିଲା । ନିକଟରେ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ସମ୍ଭବ ବୋଲି କହିଛନ୍ତି । ପୂର୍ବରୁ ଏହାକୁ ଏକ ମନୋବୈଜ୍ଞାନିକ ଧାରଣର ବୋଲି ବିବେଚନା କରାଯାଉଥିଲା ।…

ଉତ୍ତରାଖଣ୍ଡରେ ଦଙ୍ଗା ସ୍ଥିତି; ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ !

ଡେରାଡୁନ: ହଲଦ୍ୱାନୀ ଅନ୍ତର୍ଗତ ଇନ୍ଦିରା ନଗର ଅଞ୍ଚଳରେ ଥିବା ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନକୁ ଭାଙ୍ଗିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନ ସେନା ବଳ ସହିତ ଜେସିବି ନେଇ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମୁସଲମାନ ମହିଳା ଓ ଯୁବକମାନେ ଏକ ବିରାଟ ବିରୋଧ…

ରାଜ୍ୟରେ କମିଛି ଦାରିଦ୍ର୍ୟହାର, ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ 

ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟହାର କମିଛି। ଏନେଇ ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି। ୨୦୧୧-୧୨ ମସିହାରେ ରାଜ୍ୟର ଦାରିଦ୍ର୍ୟହାର ୩୨. ୬ ପ୍ରତିଶତ ଥିବାବେଳେ ୨୦୧୫-୧୬ରୁ ୨୦୧୮-୧୯ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୫. ୬୮ ପ୍ରତିଶତକୁ ହ୍ରାସ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ବେନୋନୀ: ଏଠାରେ ଗୁରୁବାର ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ…

ଭିଜିଲାନ୍ସ ଜାଲରେ ଆର୍‌ଟିଓ ଡାଟା ଏଣ୍ଟ୍ରି ଅପରେଟର

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର। ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀଙ୍କୁ ମାଡି ବସିଲା ଭିଜିଲାନ୍ସ । ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ୨୦୨୦ ଏପ୍ରିଲ…

ଏଥର ୩୭୦ ପାର… ମୋଦିଙ୍କ ଏଭଳି ଦାବି ପଛରେ କଣ ରହିଛି ସମୀକରଣ, ବୁଝନ୍ତୁ ପୂରା ଗଣିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ୩୭୦ଟି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ଦାବି କରିଛନ୍ତି। ବିଜେପି ତାଙ୍କ ଦାବିକୁ ଆତ୍ମବିଶ୍ୱାସ ବୋଲି କହୁଥିବାବେଳେ ବିରୋଧୀ ଦଳ ଏହାକୁ ଅହଂକାର ବୋଲି କହୁଛନ୍ତି। ଲୋକସଭାରେ ନିଜ ସମ୍ବୋଧନରେ ଭାଷଣରେ…

ଫେବୃଆରୀ ୧୫ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନିର୍ବାଚନ କମିସନ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିସନ । ନିର୍ବାଚନ ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିସନ…

୩୨ବର୍ଷ ପରେ ସମୁଦ୍ରରୁ ମିଳିଲା ଚିଠି, ଯେଉଁଥିରେ ଲେଖାଅଛି ଏମିତି କିଛି

ନୂଆଦିଲ୍ଲୀ: ଆମେ ଫିଲ୍ମରେ ଅନେକ କାହାଣୀ ଦେଖିଛେ ଯେଉଁଠି ଅନେକ ବର୍ଷ ପରେ ଅଚାନକ କିଛି ଜିନିଷ ମିଳିଯାଏ। ଏମିତି ଏକ ଘଟଣା ଘଟିଛି ନ୍ୟୁୟର୍କରେ। ଯେଉଁଠି ଶିନ୍ନେକକ୍‌ ୱେ ତଟରେ ଜଣେ ବ୍ୟକ୍ତିଙ୍କୁ ଏକ ବୋତଲ ମିଳିଥିଲା । ତା’ ଭିତରେ ଏକ ଚିଠି ଥିଲା, ଯାହାକି ୩୨ବର୍ଷ ତଳର। ତେବେ ବୋତଲଟି ୩୨…

ଆଗତ ହେଲା ଅନ୍ତରୀଣ ବଜେଟ, ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି 

ଭୁବନେଶ୍ୱର:ବିଧାନସଭାରେ ଆଗତ ହେଲା କାମଚଳା ବଜେଟ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆଗତ କରିଛନ୍ତି। ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି।…

ଛାତ୍ରଛାତ୍ରୀଙ୍କ ପାଇଁ ABC ID କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ବିଦ୍ୟାଳୟ ଶିକ୍ଷା ବିଭାଗ ଦେଶର ସୁଦୂର ଗ୍ରାମାଞ୍ଚଳରେ ସାଧାରଣ ସେବା କେନ୍ଦ୍ର ବ୍ୟବହାର କରି ଅଟୋମେଟେଡ ପାରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି ବା APAAR ଆରମ୍ଭ କରିଛି। "ଗୋଟିଏ ଦେଶ ଗୋଟିଏ ଛାତ୍ର ପରିଚୟ" ନାମକ ଏକ ସମନ୍ୱିତ ଛାତ୍ର ପରିଚୟ ପ୍ରଣାଳୀ ପ୍ରତିଷ୍ଠା…