Latest Odisha News

BREAKING NEWS

ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ PayTm ୱାଲେଟରୁ ଏଭଳି ବ୍ୟାଙ୍କ ଖାତାକୁ ପଠାନ୍ତୁ ଜମା ରାଶି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବିଏଲ) ଉପରେ ପ୍ରତିବନ୍ଧକ ଲଗାଇଛି। ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ବ୍ୟବହାରକାରୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଉପଭୋକ୍ତାମାନଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ପେଟିଏମ୍ ୱାଲେଟରେ…

ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ବୁଲିଲେ ୧୦ଲକ୍ଷରୁ ଅଧିକ ଦର୍ଶକ

ଭୁବନେଶ୍ବର: ୧୧ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି। ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳା ସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗକୁ ନେଇ ଆଦିବାସୀ ମେଳା ଆୟୋଜିତ ହୋଇଥିଲା। ଏହା ଭୁବନେଶ୍ବର…

୩୩ କୋଟି ଟଙ୍କା ପାଇଁ ଶ୍ରୀଲଙ୍କା-ପାକିସ୍ତାନ କ୍ରିକେଟ ବୋର୍ଡ ମୁହାଁମୁହିଁ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଗତ ବର୍ଷ ପାକିସ୍ତାନରେ ଏସିଆ କପ୍ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ଭାରତର ଅଭିଯୋଗ ପରେ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା। କିନ୍ତୁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଟଙ୍କାକୁ ନେଇ ବିବାଦ ଲାଗି ରହିଛି। ବାସ୍ତବରେ…

ତୃତୀୟ ଟେଷ୍ଟ ପୂର୍ବରୁ ଭାରତ ଛାଡିବେ ଇଂଲଣ୍ଡ ଟିମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ବରାବରରେ ରହିଛି । ଫେବୃୟାରୀ ୧୫ରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ଏହା ମଧ୍ୟରେ ହାତରେ ୧୦ ଦିନ ସମୟ ଥିବାରୁ ଇଂଲଣ୍ଡ ଟିମ ଆବୁଧାବି ଯିବେ ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ଇଂଲଣ୍ଡର ଅନେକ…

ସରିଲା ଓଡ଼ିଆ ଭାଷା ମହାକୁମ୍ଭ: ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଉଦ୍‌ଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ…

ବ୍ୟବସାୟୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା ସନ୍ଦେହ

ଢେଙ୍କାନାଳ: ପ୍ରତିଷ୍ଠିତ ବ୍ୟବସାୟୀ ବଳରାମ ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। ସେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକ ସ୍ଥିତ ଘର ସମ୍ମୁଖରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ ପହଞ୍ଚି ରକ୍ତ…

ତୃତୀୟ ଟେଷ୍ଟ ଖେଳି ନ ପାରନ୍ତି ବୁମରାହ

ବିଶାଖପଟନମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ସେ ୯୧ ରନରେ ୯ଟି ୱିକେଟ ହାସଲ କରିଥିଲେ । ତେବେ କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ତୃତୀୟ ଟେଷ୍ଟରେ ବୁମରାହ ଖେଳି ନ ପାରନ୍ତି ।…

ଡ୍ରେନରେ ପଶିଗଲା ଚଳନ୍ତା କାର୍, ଗୋଟିଏ ପରିବାରର ୬ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡ୍ରେନରେ ପଶିଗଲା କାର ।ଫଳରେ କାରରେ ଥିବା ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଶିଶୁ ଗୁରୁତର ହୋଇଛନ୍ତି। କାନପୁର ଜିଲ୍ଲାର ଦେହାତ ନିକଟରେ ଘଟିଛି ଏହି ଦୁର୍ଘଟଣା। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ…

କିନ୍ନରଙ୍କ ପାଇଁ ମାଗଣା ବସସେବା ଘୋଷଣା କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ବସ୍‌ରେ ମାଗଣା ଯାତ୍ରା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀ ବସ୍‌ରେ ମହିଳାଙ୍କ ପରେ କିନ୍ନରମାନେ ମଧ୍ୟ ଡିଟିସି ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ପ୍ୟାରିସ ଅଲିମ୍ପିକ୍ସରେ ସମସ୍ୟା ସୃଷ୍ଟି କରିପାରେ ହିଟ ୱେଭ

ପ୍ୟାରିସ: ଚଳିତ ବର୍ଷ ଜୁଲାଇରେ ପ୍ୟାରିସ ଅଲିମ୍ପିକ୍ସ ଆୟୋଜିତ ହେବ । ତେବେ ଏହି ମେଗା ଇଭେଂଟରେ ଏକ ପ୍ରାକୃତିକ ବିପଦ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହି ସମୟରେ ହିଟ ୱେଭ ପ୍ରବାହ ଆରମ୍ଭ ହେବ ବୋଲି ସେମାନେ କହିଛନ୍ତି । ଏବେ ପ୍ୟାରିସରେ ବରଫ ପଡୁଛି ।…