Latest Odisha News

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହେବେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହେବେ ଆଡଭାନୀ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ଖିଦ୍ ପ୍ରଧାନମନ୍ତ୍ରୀ…

ଘରେ ବସି ବସି କରିପାରିବେ ଭୋଟର ଆଇଡି କାର୍ଡରେ କରେକ୍ସନ, ଜାଣନ୍ତୁ ଅନଲାଇନ ପକ୍ରିୟା

ଭୁବନେଶ୍ଵର: ଭୋଟର ID କାର୍ଡ ଭାରତରେ ଭୋଟ୍ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ | ଏହି କାର୍ଡ ଜରିଆରେ ପ୍ରତ୍ୟେକ ଭାରତୀୟ ନାଗରିକ ମତଦାନରେ ଯୋଗଦାନ କରିବାର ସୁଯୋଗ ପାଆନ୍ତି | ଏହା ଏକ ପରିଚୟ ପତ୍ର ଭାବରେ ମଧ୍ୟ କାମ କରେ ଏବଂ ଏହାକୁ ବ୍ୟବହାର କରି ଅନେକ ସରକାରୀ ସେବା ଉପଲବ୍ଧ…

କୁହୁଡି କାରଣରୁ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ ୧୭ ଆହତ

କଟକ/ମୟୂରଭଞ୍ଚ/ବାଲେଶ୍ୱର: ଆଜି ସକାଳୁ ରାଜ୍ୟର ପୃଥକ ପୃଥକ ସ୍ଥାନରୁ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ,…

ନିଦ୍ରାହୀନତାରୁ ମିଳିବ ମୁକ୍ତି, ରାତିରେ ପିଅନ୍ତୁ କ୍ଷୀର ସହିତ ଗୁଡ

ଭୁବନେଶ୍ଵର: ପ୍ରତିଦିନ କ୍ଷୀର ପିଇବା ଦ୍ଵାରା ଶରୀରକୁ ଅନେକ ଉପକାର ମିଳିଥାଏ । ଅନେକ ଲୋକ କ୍ଷୀର ସହିତ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି । ତେବେ କ୍ଷୀର ସହିତ ମିଠା ଖାଇବା ସ୍ଵାସ୍ଥ୍ୟ ପାଇଁ କିଛି ମାତ୍ରାରେ ଜରୁରୀ ବି ହୋଇଥାଏ | ଯଦି ଆପଣ ପ୍ରତିଦିନ ରାତିରେ କ୍ଷୀର ଏବଂ ଗୁଡ ଖାଇ…

ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ

କଟକ: କୁହୁଡି ହେଲା କାଳ । ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଏକାଥରକେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ଗଦାଧରପୁର ଗାଁ ନିକଟରେ । ଖବର ଅନୁଯାୟୀ, ଗତକାଲି ଏକ ବିବାହ ଭୋଜିରେ ଯୋଗଦେବାକୁ କାର…

ହାତ ଶିବିରରେ ମୋଦୀଙ୍କ ପ୍ରଶଂସକ 

ନୂଆଦିଲ୍ଲୀ:ଜାତୀୟ ରାଜନୀତିର ଦୁଇଟି ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ। ଦୁହିଁଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଚାଲିଥିବା କଡ଼ା ଟକ୍କର ମଧ୍ୟରେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସକ ହେଉଛନ୍ତି କଂଗ୍ରେସ ଦଳର ଜଣେ ଟାଣୁଆ ନେତା। ଏକଥା ଏବେ ସବୁଠି…

ଆଜିଠୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାଷାବିତ୍

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ବର ଜନତା ମଇଦାନରେ ୩ ଦିନ ଧରି ଚାଲିବ ବିଶାଳ ଭାଷା ମହାକୁମ୍ଭ । ଏହି ସମ୍ମଳନୀକୁ ଆଜି ଦିନ ୧୧ଟା ବେଳେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଦେଶ ତଥା ଦେଶ ବାହାରେ ଥିବା ସମସ୍ତ…

ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧି!

ନୂଆଦିଲ୍ଲୀ:ଦିନ କେଇଟା ପରେ ଅନୁଷ୍ଠିତ ହେବ ରାଜ୍ୟସଭାକୁ ସାଂସଦ ପଠେଇବା କାର୍ଯ୍ୟକ୍ରମ। ସେହି କ୍ରମରେ କିଏ କେଉଁଠୁ ଦାବିଦାର ହେବ, ଦଳ କାହାକୁ ବଛିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। ଶୁଣିବାକୁ…

ଭାଷା ଭାଗବତ : ଭାଷାର ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସବୁଠି ଚଳନ, ଘୂର୍ଣନ ହେଲେହେଁ ମଣିଷର ମନ କିପାଇଁ ହୋଇଅଛି ସ୍ଥିର ଥରଟେ କରିବା ବିଚାର ପୂର୍ବର ରୀତିନୀତି ଧରି ଏବେ ଚଳୁଛୁଁ ଯେଉଁପରି ତହିଁରୁ ମିଳୁଛି କି ହିତ କେବେ ହେଉନି ବିବେଚିତ କାଳ ସହିତ ଦେଇ ତାଳ ଚଳିଲେ ମିଳଇ ସୁଫଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଯୋଗମାୟାଙ୍କ ମାୟା ଶକ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି (ପ୍ରକୃତି )ସ୍ୱରୂପିଣୀ ଦେବୀ ତତ୍ତ୍ୱର ଆଲୋଚନା କରିବା ସମୟରେ ପ୍ରଥମେ” ସପ୍ତଶତୀ ଚଣ୍ଡୀ ” ବର୍ଣ୍ଣିତ ଏହି ଶ୍ଳୋକଟିକୁ ବିଶ୍ଳେଷଣ କରିବା “ଜ୍ଞାନିନାମପି ଚେତାଂସି…