ଫେବୃଆରି ୩ରୁ ଆଦିବାସୀ ମେଳାରେ ପ୍ରଦର୍ଶିତ ହେବ ବହୁଭାଷୀ ନାଟକର ସାଂସ୍କୃତିକ ବିଚିତ୍ରା
ଭୁବନେଶ୍ବର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ଆସନ୍ତା ଫେବୃଆରି ୩ରୁ ୫ ତାରିଖ ମଧ୍ୟରେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ତିନି ଦିନ ଧରି ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବ।…