ବିରାଟଙ୍କ ସହ ମତଭେଦ ନେଇ ମୁହଁ ଖୋଲିଲେ ଚେତନ ଶର୍ମା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ପୂର୍ବତନ ଚୟନ କମିଟି ମୂଖ୍ୟ ଚେତନ ଶର୍ମା ଷ୍ଟିଙ୍ଗ ଅପରେଶନ ପରେ ପ୍ରଥମ ଥର ପାଇଁ ସମସ୍ତ ବିଷୟ ନେଇ ମୁହଁ ଖୋଲିଛନ୍ତି । ଚେତନଙ୍କ କାର୍ଯ୍ୟକାଳ ସମୟରେ ବିରାଟ କୋହଲିଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ପଦ ଛାଡିବାକୁ ପଡିଥିଲା । ସେତେବେଳେ…